ବୌଦ୍ଧ ପାଇଁ ବୁଦ୍ଧ ପୁର୍ଣ୍ଣିମାକୁ ସ୍ଥାନୀୟ ଛୁଟି ଘୋଷଣା କଲେ ଆରଡିସି

0 1,079

hiring

ବୌଦ୍ଧ,୧୨/୫- ବୌଦ୍ଧ ଜିଲ୍ଲା ପାଇଁ ବୁଦ୍ଧ ପୁର୍ଣ୍ଣିମାକୁ ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର l ତେଣୁ ଆସନ୍ତା 26. 5. 2021 ଦିନ ବୁଦ୍ଧ ପୁର୍ଣ୍ଣିମା ଦିନ ବୌଦ୍ଧ ଜିଲ୍ଲା ର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଯୋଗୁଁ ବନ୍ଦ ରହିବ ବୋଲି ଜଣା ପଡିଛି l ବୁଦ୍ଧଙ୍କ ନାମାନୁସାରେ ନାମିତ ହୋଇଥିବା ବୌଦ୍ଧ ଜିଲ୍ଲାରେ ବୁଦ୍ଧ ପୁର୍ଣ୍ଣିମାକୁ ସ୍ଥାନୀୟ ଛୁଟି ଭାବରେ ଘୋଷଣା କରାଯାଇଥିବାରୁ ସଂସ୍କୃତି ପ୍ରେମୀମାନେ ସ୍ବାଗତ କରିଛନ୍ତି |

hiranchal ad1
Leave A Reply

Your email address will not be published.

5 + sixteen =