ବିଧାୟକ ମହାଲିଙ୍ଗ ବୁଲିଲେ ମଣ୍ଡି

ବଲାଙ୍ଗୀର,୧୯/୧- ଆଜି ମାନ୍ୟବର ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ଯୋଗୀସର୍ଡା, ବୁର୍ଡା, ଲୋଇସିଂହା ଓ କୁଶଙ୍ଗ ମଣ୍ଡିକୁ ଗସ୍ତକରି ଚାଷୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହିତ ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ
Read More...

ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର
Read More...

ବାଲିଗୁଡ଼ା ଏନ୍‌ଏସିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ

ବାଲିଗୁଡ଼ା,୧୯/୧- ଗାଁ କୁ ସହର ସବୁଠି ଜାରି ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା । ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ ପାଖାପାଖି ୭୦ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ବାଲିଗୁଡ଼ା ବିଧାୟକ
Read More...

ପୋଲିସ୍‌ ପକ୍ଷରୁ ମେଗା ରକ୍ତଦାନ ଶିବିର, ୨୬୩ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ,୧୮/୧- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ପରିସରରେ ବଲାଙ୍ଗିର ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ଏସ୍‌ପି ନୀତିନ ଡୁଗୁଡୁ ଉଦଘାଟନ କରିଥିଲେ । ରକ୍ତଦାନ ଶିବିରରେ ପଟଣାଗଡ ବିଧାୟକ ସରୋଜ ମେହେରଙ୍କ ସମେତ ପଟଣାଗଡ ଏସ୍‌ ଡି ପି ଓ
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସତ୍ୟାଗ୍ରହ

ବୌଦ୍ଧ,୧୮/୧ - ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ମଜଦୁର କଂଗ୍ରେସର କର୍ମୀମାନେ ଜିଲ୍ଲାପାଳଙ୍କ
Read More...

ଟିକାକରଣ ଶୁଭାରମ୍ଭ କଲେ ବିଧାୟକ

ବଲାଙ୍ଗୀର,୧୮/୧- ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଜି ସ୍ଥାନୀୟ ଡାକ୍ତରଖାନା ଠାରେ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ବଲାଙ୍ଗୀର ସହରରେ 3ଟି କେନ୍ଦ୍ର ଓ ପାଟଣାଗଡ ଠାରେ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଆଜି ଠାରୁ ଲୋଇସିଂହା
Read More...

ଜବର ଦଖଲରେ ମାର୍କେଟ ସେଡ଼

ଜବର ଦଖଲରେ ମାର୍କେଟ ସେଡ଼ବୌଦ୍ଧ/ଜହ୍ନାପଙ୍କ,୧୮/୧;ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଛକରେ ନିର୍ମାଣ ହୋଇଥିବା ମାର୍କେଟ ସେଡ଼ ଏବେ ଜବର ଦଖଲକାରୀଙ୍କ କବଜାରେ ରହିଛି ଫଳରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସୂଚନାମତେ ୨୦୦୧ ମସିହାରେ ବୌଦ୍ଧ ପଂଚାୟତ ସମିତି ପକ୍ଷରୁ ପ୍ରାୟ ୨୫ ଲକ୍ଷ ବ୍ୟୟ ଅଟକଳରେ
Read More...

ବୌଦ୍ଧରେ ସଡକ ସୁରକ୍ଷା ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ବୌଦ୍ଧ,୧୮/୧: ଆଜିଠାରୁ ଜାତୀୟ ସଡକ ସୁରକ୍ଷା ମାସ ଆରମ୍ଭ ହେଉଥିବାବେଳେ ବୌଦ୍ଧଜିଲ୍ଲାରେ ମଧ୍ୟ ଜିଲ୍ଲା ସଡକ ସୁରକ୍ଷା ସମିତି ତରଫରୁ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ସର୍କିଟ ହାଉସଠାରୁ ବାହାରିଥିବା ସଚେତନତା ରଥକୁ ସବୁଜ ପତାକା ଦେଖାଇ
Read More...

ବାମଣ୍ଡା କେନ୍ଦ୍ର ଡୁମାଳ ସମାଜର ନୂତନ କର୍ମକର୍ତ୍ତା ମନୋନୀତ

ବୌଦ୍ଧ,୧୮/୧- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ୍‌ ବାମଣ୍ଡା କେନ୍ଦ୍ର ଡୁମାଳ ସମାଜର ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିବା ଜଣାପଡିଛି । ଗତକାଲି ବାମଣ୍ଡା ଠାରେ ଥିବା ମା ମାହେଶ୍ୱରୀ ଦେବୀଙ୍କ ମନ୍ଦିର ପରିସରରେ କେନ୍ଦ୍ର ଅଧିନରେ ଥିବା ୧୯ ଗୋଟି ଗ୍ରାମ ଓ ବୌଦ୍ଧ ସହରାଞ୍ଚଳର ସଦସ୍ୟ ମାନଙ୍କୁ ନେଇ
Read More...

ଜିଲ୍ଲା ଯୁବ କଂଗ୍ରେସର ନୂତନ କର୍ମକର୍ତ୍ତା ମନୋନୀତ

ବୌଦ୍ଧ,୧୮/୧- ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ଏକ ୪୩ ଜଣିଆ କମିଟିକୁ ଅନୁମୋଦନ କରିଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି । ଉପ ସଭାପତି ଭାବେ ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ
Read More...