ବୌଦ୍ଧରେ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍ଘାଟିତ
ବୌଦ୍ଧ,୧/୨ - ଆଜି ସନ୍ଧ୍ୟାରେ ଜିଲ୍ଲା ସଂଗ୍ରହାଳୟ ପରିସରରେ ଓରମାସ୍ ତରଫରୁ କ୍ଷୁଦ୍ର ପ୍ରଦର୍ଶନୀ ୨୦୨୧ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ଅଶ୍ୱିନୀ!-->…
Read More...
Read More...