ଧାନ କିଣା ଟାର୍ଗେଟ, ସମୁଦ୍ରକୁ ଶଂଖେ !

ବୌଦ୍ଧ,୨୧/୩ - ବୌଦ୍ଧଜିଲ୍ଲାରେ ଚାଷୀମାନଙ୍କ ଦୁଃଖ ସରିବାର୍‌ ନାମ ଧରୁନାହିଁ । ଖରିଫ ଧାନ କିଣାରେ ବ୍ୟାପକ ଅନିୟମିତତା ଯୋଗୁଁ ଚାଷୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନର ଉଦ୍ୟମରେ ଜିଲ୍ଲାକୁ ଅତିରିକ୍ତ ୧୪୭୦୫ କ୍ୱିଣ୍ଟାଲ ଧାନ କିଣିବା ପାଇଁ ରାଜ୍ୟ
Read More...

ହରଭଙ୍ଗାରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ,୨୦/୩- ବୌଦ୍ଧଜିଲ୍ଲା ହରଭଙ୍ଗା ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର
Read More...

ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ଶତାଧିକ ବାଉଁଶ ଗଛ ନଷ୍ଟ

ବୌଦ୍ଧ,୨୦/୩ - ବୌଦ୍ଧ ଜିଲ୍ଲା ସଦର ବ୍ଲକର ମନୁପାଲି ଗ୍ରାମ ପଞ୍ଚାୟତ ଶୋଭାପାବୁଲି ଗ୍ରାମ୍ଯ ଜଙ୍ଗଲରେ ନିଆଁ ଲାଗି ଶତାଧିକ ବାଉଁଶ ଗଛ ନଷ୍ଟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 1 ଘଣ୍ଟା ସମୟରେ କେହି ଜଣେ ଅସାଧୁ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ଶୋଭାପାବୁଲି
Read More...

କିରାଶିରା ଶୈବପୀଠରେ ବୌଦ୍ଧଜିଲ୍ଲା ଦଣ୍ଡମହାସଙ୍ଘର ବୈଠକ

ଜହ୍ନାପଙ୍କ,୨୦/୩- ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦଣ୍ଡଯାତ୍ରାକୁ ଗାଁକୁ ଗାଁ ଭ୍ରମଣ ପାଇଁ ବାରଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକରୁ ଉଠିବାକୁ ଥିବା ଦଣ୍ଡମାଲିକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଫଳରେ ସେ ଉଦ୍ଦେଶ୍ୟରେ ଶନିବାର ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତ
Read More...

ସଡକ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ

ପାଟଣାଗଡ,୨୦/୩: ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ-ପାଟଣାଗଡ ରାସ୍ତା ଶୁକ୍ରବାର ରାତ୍ରି ୮ଟାରେ ଝାର୍‌ବନ୍ଦ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ଘଟିଥିଲା । ସୁଚନାନୁସାରେ ବାଇକରେ ୨ ଜଣ ଯୁବକ ଖପ୍ରାଖୋଲରୁ ପାଟଣାଗଡ ଆସୁଥିବାବେଳେ ଝାର୍‌ବନ୍ଦ ଛକଠାରେ ଏକ ଅଜଣା ଗାଡି
Read More...

ବୌଦ୍ଧ ଜିଲ୍ଲାରେ ଦଣ୍ଡନୃତ୍ୟକୁ ଅନୁମତି ଦେବାକୁ ଜନ ଅଧିକାର ସୁରକ୍ଷା ମଞ୍ଚର ଦାବି

ବୌଦ୍ଧ,୨୦/୩- ବୌଦ୍ଧ ଜିଲ୍ଲା ଦଣ୍ଡ ନୃତ୍ୟର ଉତ୍ପତ୍ତିସ୍ଥଳ ଓ ଏ ଅଂଚଳର ଆଧ୍ଯାତ୍ମିକ ଭାବଧାରା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ l କରୋନା ଯୋଗୁଁ ଗାଆଁକୁ ଗାଆଁ ଯାଇ ଦଣ୍ଡ ନୃତ୍ୟ କରିବା ଉପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ 18 ତାରିଖରେ ଲଗାଇଥିବା ପ୍ରତିବନ୍ଧକ ଉପରେ ଅସନ୍ତୋଷ
Read More...

୫ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ

ପାରଳାଖେମୁଣ୍ଡି,୨୦/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ,ଓଡିଶାର ମିଳିତ ଆନୁକୂଲ୍ୟରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ
Read More...

“ଲକ୍ଷ୍ୟ” ମାନଦଣ୍ଡ ହାସଲରେ ଗଜପତି ଜିଲ୍ଲା ସ୍ଥାନ ପାଇଲା

ପାରଳାଖେମୁଣ୍ଡି ,୨୦/୩ -"ଲକ୍ଷ୍ୟ" ହେଉଛି ପ୍ରସୂତି ଗୃହ ଏବଂ ପ୍ରସୂତି ଅସ୍ତ୍ରପୋଚାର ଗୃହର ଗୁଣବତ୍ତାକୁ ଅଭିବୃଦ୍ଧି କରିବାର ପ୍ରୟାସ । ଯାହା ପରିବାର ଏବଂ ସ୍ୱାସ୍ଥ୍ୟ ବିଭାଗ , ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଏହା ହେଉଛି ଆମ ଜିଲ୍ଲା ପାଇଁ ଏକ ଗୌରବର କଥା ଯେ ୧.୫ ବର୍ଷର ଅଥକ
Read More...

କାର୍ ଧକ୍କାରେ 2 ମୋପେଡ ଆରୋହୀ ଗୁରୁତର

ବୌଦ୍ଧ,୨୦/୩ - ବୌଦ୍ଧ - ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକର ସଦଲଗଣ୍ଡା ଘାଟୀ ନିକଟରେ କାର୍ ଧକ୍କାରେ ଦୁଇ ଜଣ ମୋପେଡ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବୁଲୁରା ଗ୍ରାମର ସୁବାସ ଦୀପ
Read More...

କନ୍ୟା ଯାତ୍ରୀ ବସ ଦୁର୍ଘଟଣା

ଫୁଲବାଣୀ,୨୦/୩- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡ଼ା ଘାଟିରେ କନ୍ୟାଯାତ୍ରି ବସ୍ ଗଛରେ ପିଟି ହେବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ମା ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଦୂତିମେଣ୍ଡୀ ଗ୍ରାମପଞ୍ଚାୟତ ମଲିକସାହିରୁ କୁଯାମେଣ୍ଡି କନ୍ୟା
Read More...