ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର,ପୋଲିସର ଛାନଭିନ୍

ବାଲିଗୁଡ଼ା,୨୫/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତର ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍‌ । ସୂଚନା ପ୍ରକାରେ ରେବିଙ୍ଗିଆ ପଞ୍ଚାୟତର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତି ଏକ ଭୋଜିକୁ ଯାଇ ଗତ ଫେବୃଆରୀ ୨୨ ତାରିଖରୁ ନିଖୋଜ ଥିଲେ ।
Read More...

ଯୁବ ରେଡକ୍ରସ ତରଫରୁ କରୋନାର ଦ୍ୱିତୀୟ ଦଫା ସଂକ୍ରମଣ ପାଇଁ ସଚେତନତା

ବୌଦ୍ଧ,୨୫/୩- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ସଂକ୍ରମଣ ଉପରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସର ଜିଲ୍ଲା ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ‘ନୋ
Read More...

ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ହାତଧୁଆ କାର୍ଯ୍ୟକ୍ରମ

ବୌଦ୍ଧ/ବାଉଁଶୁଣୀ,୨୫/୩- ବୌଦ୍ଧବ୍ଲକ ବାଉଁଶୁଣୀ ସେକ୍ଟରର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡର ଦ୍ୱିତୀୟ ଲହରକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ସମସ୍ତ ଲୋକଙ୍କୁ ସାବୁନ କିମ୍ବା ସାନିଟାଇଜରରେ
Read More...

ଗରିବଙ୍କ ପାଇଁ ଆବାସ ଯୋଜନା ସାତ ସପନ !

ବୌଦ୍ଧ,୨୫/୩- ଗରିବ ଲୋକ କିପରି ସୁବିଧାରେ ରହିପାରିବେ ଏଥିପାଇଁ ସରକାର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ବିଜୁ ପକ୍କା ଘର ଯୋଜନାରେ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି । ହେଲେ ମୂର୍ଷୁଣ୍ଢିି ପଂଚାୟତରେ ଏଇ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗରିବଙ୍କୁ ମିଳୁନାହିଁ ପକ୍କା ଘର,
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

ବୌଦ୍ଧ,୨୪/୩ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବୌଦ୍ଧ - ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକର ପରଗଲପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ସେଥିରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3
Read More...

ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ ,୨୪/୩- ଆଜି ସକାଳେ ଜାତୀୟ ରାଜପଥ ନମ୍ବର 57ର ପୁରୁଣା କଟକ ନିକଟ ଦିଗସିରା ନିକଟରେ ଗୋଟିଏ ବାଇକ ଓ ମିନି ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁରୁଣା କଟକ ଥାନା କରଞ୍ଜକଟା ଗ୍ରାମ ପଞ୍ଚାୟତ
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, ୨ ମୃତ, ଜଣେ ଗୁରୁତର

ବୌଦ୍ଧ,୨୪/୩- ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର
Read More...

ନାଟକ ଗାନ୍ଧୀଙ୍କ ଓଡ଼ିଶା ପାରଳାରେ ମଞ୍ଚସ୍ଥ

ପାରଳାଖେମୁଣ୍ଡି,୨୪/୩- ଗାନ୍ଧିଜୀଙ୍କଓଡିଶା ଆଗମନ ର ଶତବାର୍ଷିକୀ ଅବସରରେ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ଓ ଓଡ଼ିଶାସଂଗୀତନାଟକ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ର କଳାକାର ମାନେ ପରିବେଷଣ କରିଥଲେ ନାଟକ ଗାନ୍ଧୀ ଙ୍କ
Read More...

ଦୁଇଜଣ ଏ.ଟି.ଏମ. ଲୁଟେରାଙ୍କୁ ଧରି ପୋଲିସରେ ଜିମା ଦେଲେ ଲୋକେ

ବୌଦ୍ଧ,୨୪/୩ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ବୁଟୁପାଲି ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବୁଟୁପାଲି ଏ.ଡି.ବି. ଶାଖାର ଏ.ଟି.ଏମ. କାଉଣ୍ଟର ଭିତରେ ପଶି ଲୁଟ ଉଦ୍ୟମ କରୁଥିବା ଅଭିଯୋଗରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲିଗୁଡ଼ା,୨୪/୩: ସହିଦ ଭଗତ ସିଂ,ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜାତୀୟ କଳାକାର ଓ କର୍ମକର୍ତ୍ତା ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୫୦୦ଟି କ୍ୟାମ୍ପ ରେ ୯୦ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଅନୁଷ୍ଠାନ ପକ୍ଷରୁ
Read More...