କିଓସ୍କ ବ୍ୟାଙ୍କରେ ଟଙ୍କା ହଡ଼ପ ଅଭିଯୋଗ ଯାଞ୍ଚ୍ ପରେ ବ୍ୟାଙ୍କ୍ ସିଲ୍ କଲା କୋଟଗଡ଼ ପୋଲିସ୍

ବାଲିଗୁଡ଼ା,୨୭/୩: କନ୍ଧମାଳ ଜିଲ୍ଲା କୋଟଗଡ଼ SBI କିଓସ୍କୋ ବ୍ୟାଙ୍କରେ ପୋଲିସ୍ ପକ୍ଷରୁ ଚଢ଼ାଉ । ବେଆଇନ୍ ଟଙ୍କା କାରବାର ଅଭିଯୋଗରେ ତାଲା ଭାଙ୍ଗି କମ୍ପୁଟର ସିଜ୍ କଲା କୋଟଗଡ଼ ପୋଲିସ | ସୂଚନା ପ୍ରକାରେ ଗତ ୧୨ତାରିଖରେ ପୃଥକ ପୃଥକ ଗ୍ରାମର ଦୁଇଜଣ ଲୋକ ମାର୍କଣ୍ଡ ନାୟକ ଓ ବିଜୟ ମଣ୍ଡଳମାଝୀ
Read More...

ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଉଦଘାଟିତ

ବୌଦ୍ଧ,୨୭/୩ - ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧର ବରିଷ୍ଠ
Read More...

ଗଞ୍ଜେଇ ମହଜୁଦ ଥିବା କୁଡ଼ିଆରେ ପୋଲିସ୍ ପକ୍ଷରୁ ଚଢ଼ାଉ ୪୫୦କେଜି ୮୦୦ଗ୍ରାମ୍ ଗଞ୍ଜେଇ ଜବତ,ଦୁଇ ମାଫିଆ ଗିରଫ

ବାଲିଗୁଡ଼ା,୨୭/୩: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ସ୍ଥାନରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଘଟଣାରେ ସମ୍ପୃକ୍ତ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, 5 ଆହତ

ବୌଦ୍ଧ,୨୬/୩ : ଆଜି ସଂନ୍ଧ୍ୟାରେ ହରଭଙ୍ଗା ଆମ୍ବେଦକର ଖେଳପଡିଆ ନିକଟରେ ବାଇକ ସହିତ ବାଇକ ଧକ୍କାରେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆହତ ମାନଙ୍କ ମଧ୍ୟରେ ସୁଧିର କୁମାର ଦେହୁରୀ(୩୦),ବାସୁମତି ଦେହୁରୀ(୪୦) ଚିନ୍ମୟ ଦେହୁରୀ(୦୯),ଶୁଭଶ୍ମିତା ଦେହୁରୀ(୦୬)
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବୌଦ୍ଧ, ୨୬୵୦୩ - ପରୀ ଚାରିଟେବୁଲ ଟ୍ରଷ୍ଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ମିଳିତ ଉଦ୍ୟମ ରେ ଆଜି ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ଯୋଗଦେଇ ଥିବା ବେଳେ
Read More...

ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ବାଲିଗୁଡାରେ ସଫଳ

ବାଲିଗୁଡା,୨୬/୦୩- କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବାଲିଗୁଡା
Read More...

ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡ଼ା,୨୬/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ସେକ୍ସନ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ
Read More...

ବେଲାର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡ଼ା,୨୬/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ । ବେଲଘର ବନାଞ୍ଚଳର ଗୁମା ତଗାପାଙ୍ଗା ଜଙ୍ଗଲରେ ଗୋଟିଏ ବଳଦକୁ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ବର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ
Read More...

ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ

ବାଲିଗୁଡ଼ା,୨୬/୩- ଗୃହ ମନ୍ତ୍ରଣାଳୟ ଭାରତ ସରକାର ଏବଂ ଶ୍ରୀ ଏସ.କେ ମହାନ୍ତି, ଇନ୍ସପେକ୍ଟର ଜେନେରାଲ୍‌ ପୋଲିସ୍‌, ଓଡିଶା ସେକ୍ଟର, ସିଆରପିଏଫ ଦ୍ୱାରା ବାଲିଗୁଡ଼ା ଥାନା ରେବିଙ୍ଗିଆଠାରେ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍‌ ୧୨୭
Read More...

ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା, ୧୦ ଯାତ୍ରୀ ଆହତ

ବୌଦ୍ଧ,୨୬/୩: ଆଜି ଭୋର ସମୟରେ ୫୭ନମ୍ବର ଜାତୀୟ ରାଜପଥର ମଥୁରା ଗ୍ରାମ ପଞ୍ଚାୟତ ଖଜୁରୀପଡା ନିକଟରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଥିବା ଜଣାପଡିଛି । ମିଳିଥିବା
Read More...