ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବି

ବୌଦ୍ଧ,୩୧/୩ - ବୌଦ୍ଧବ୍ଲକ୍‌ ତେଲିବନ୍ଧ ଗ୍ରାମ ପଂଚାୟତର ତେଲିବନ୍ଧ ଛକରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବହୁଦିନ ଧରି ଅଚଳ ହୋଇ ପଡିରହିଥିବା ଦେଖିବାକୁ ମିଳିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ଅନୁଦାନରେ ୨ ଲକ୍ଷ ୪୦ ହଜାର ଟଙ୍କାରେ
Read More...

ଗୁଣିଗାରେଡି ସନ୍ଦେହରେ ଘର ଭାଙ୍ଗିଦେବା ଅଭିଯୋଗ

ବାଲିଗୁଡ଼ା,୩୧/୩: ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଜର ମଣିଷ ପଣିଆ ହରେଇ ବସୁଛି । ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଗୁଣି, ଗାରେଡ଼ି, ଭୂତ ପ୍ରେତ, କାଳେଶୀ ଆଦିର ପ୍ରହେଳିକା ଦେଖେଇ ଲୋକଙ୍କୁ ଭୁଆଁ ବୁଲେଇବା ସହ ଶତ୍ରୁକୁ ମାତ୍‌ ଦେବାକୁ ଷଡ଼ଯନ୍ତ୍ର ରଚୁଛନ୍ତି
Read More...

ପୂର୍ବତନ ହରଭଙ୍ଗା ବି. ଇ. ଓ. ସନାତନ ଗାଆଣଙ୍କ ପରଲୋକ

ବୌଦ୍ଧ,୩୦/୩ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କ ଆଜି ଅପରାନ୍ହ ପ୍ରାୟ ଘ.3.10 ମିନିଟ ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲା ଖଳପାଳରେ ହୃଦଘାତରେ ପରଲୋକ ଗମନ କରିଥିବା ଜଣାପଡିଛି l ସେ ପ୍ରାୟ 4 ବର୍ଷ ଧରି ହରଭଙ୍ଗା ବି.ଇ.ଓ. ଭାବେ
Read More...

କରୋନା କଟକଣାରେ ହୋଲିପର୍ବ ପାଳିତ

ବୌଦ୍ଧ/ଜହ୍ନାପଙ୍କ,୩୦/୩- ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଅଂଚଳରେ ହୋଲି ପର୍ବ କୋରନା କଟକଣା ମଧ୍ୟରେ ସୋମବାର ପାଳିତ ହୋଇଯାଇଛି । କଟକଣା ପାଇଁ ଗୋଷ୍ଠୀ ବା ଦଳଖେଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ନିଜ ନିଜ ପରିବାର ମଧ୍ୟରେ ଖେଳ ହୋଇଥିଲା । ଗୋଟିଏ ପରିବାରୁ ଅନ୍ୟ ପରିବାରକୁ କେହି
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ଫୁଲବାଣୀ,୩୦/୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରକ୍ତଭଣ୍ଡାର ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ରକ୍ତଦାନ ଶିବିରକୁ ମାନ୍ୟବର କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଶୁଭ ଉଦଘାଟନ କରିଥିଲେ ଏବଂ
Read More...

ଶ୍ରୀ ଧବଳେଶ୍ୱରଙ୍କ ପୀଠରୁ ପାରଂପରିକ ପୂଜାବିଧି ପରେ ଦଣ୍ଡ ଉଠିଲା

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଧଳପୁର ଗ୍ରାମରେ ମହାନଦୀ କୂଳରେ ଥିବା ଶ୍ରୀ ଧବଳେଶ୍ୱରଙ୍କ ଶୈବପୀଠରୁ ପବିତ୍ର ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ପାରଂପରିକ ପୂଜାବିଧି ଅନୁଷ୍ଠିତ ହୋଇ ତେର ଭୋକ୍ତା, ସେବାୟତ ଓ ଭକ୍ତ ମାନଙ୍କ ଉପସ୍ଥିତିରେ ଦଣ୍ଡ ଉଠିଥିବା
Read More...

ବନ୍ଧୁକ ମୁନରେ ୨୧ଲକ୍ଷ ଲୁଟ ଘଟଣାର ଅବଶିଷ୍ଟ ୨ଡକାୟତ ଗିରଫ

ସୋନପୁର, ୩୦/୩- ଗତ ୧୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘଲପୁର ଠାରେ ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣାର ଅବଶିଷ୍ଟ ୨ଜଣ ଡ଼କାୟତ ଧରା ପଡିଛନ୍ତି । ତାଙ୍କ ଠାରୁ ଲୁଟ ହୋଇଥିବା ୨ଲକ୍ଷ ୮୬ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଡକାୟତ ଦୁଇ ଜଣ ହେଲେ ରାଜେନ୍ଦ୍ର
Read More...

ଆବାସ ଯୋଜନାର ଘର ବଂଟନରେ ଅନିୟମିତତା ଅଭିଯୋଗ

ବୌଦ୍ଧ,୩୦/୩ - ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଂଚାୟତ ଦାମୋଦରପୁର୍‌ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ବଂଟନରେ ଅନିୟମିତତା ଅଭିଯୋଗ କରି ଘର ପାଇବାରୁ ବଂଚିତ ହେଉଥିବା ହିତାଧିକାରୀ ବୌଦ୍ଧ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ
Read More...

ମାଓ ସାମଗ୍ରୀ ଜବତ

ଫୁଲବାଣୀ,୩୦/୩ : କନ୍ଧମାଳ ପୋଲିସକୁ ମିଳିଛି ସଫଳତା । ଗତ ୨୮.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ୟା ସମୟରେ ଏସ ଓ ଜି ଓ ଡିଭିଏଫ ଗୋଚ୍ଛାପଡା ଥାନା ଅନ୍ତର୍ଗତ ରାଇଘର ଗ୍ରାମର ଜଙ୍ଗଲରେ ମିଳିତ ଭାବେ କୁମ୍ବିଂ କରିଥିଲେ । ଯାହାଫଳରେ ମାଓ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ତରଫରୁ
Read More...

ବିବାହ ଭୋଜିରେ ଗଣ୍ଡଗୋଳ, ସପ୍ତାହେ ପରେ ବି ଧରାପଡି ନାହାନ୍ତି ଆସାମୀ

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ୍‌ ଗ୍ରାମରେ ଗତ ୨୦ ତାରିଖରେ ଏକ ବିବାହ ଭୋଜିରେ ହୋଇଥିବା ଗଣ୍ଡଗୋଳ ଓ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ସପ୍ତାହେ ବିତି ଯାଇଥିଲେ ମଧ୍ୟ ଧରା ପଡିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଲୁଣିବାହାଲ
Read More...