ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର- ମାଇଁ ହିରୋ’ ପୁସ୍ତକ ଉପରାଷ୍ଟ୍ରପତି ଦ୍ୱାରା ଉନ୍ମୋଚିତ : ମାଆ, ମାତୃଭାଷା ଓ…
ଭୁବନେଶ୍ୱର, ୨ ।୪: ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କହିଛନ୍ତି । ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର - ମାଇଁ ହିରୋ’ ଇଂରାଜୀ ପୁସ୍ତକ ଶୁକ୍ରବାର ଓଡ଼ିଶା ରାଜଭବନଠାରେ!-->…
Read More...
Read More...