ଟାଟା ପିକଅପ ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ
ବୌଦ୍ଧ/ଜହ୍ନାପଙ୍କ,୧୮/୦୩- ଜାତୀୟ ରାଜପଥ ୫୭ ର ମଧୁପୁର-ଖୁଂଟବନ୍ଧ ମଝିରେ ଆଜି ଭୋଇ ପ୍ରାୟ ସାଢ଼େ ୪ ଟା ବେଳେ ଏକ ଟାଟା ପିକ ଅପ ଗାଡି ନଂ ଓଡ଼ି ୦୭/ଇ -୧୬୧୪ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଏଥିରେ ଡ୍ରାଇଭର ସହଯୋଗୀ ମହେନ୍ଦ୍ର ସାହୁଙ୍କ ନାକରେ ସାମାନ୍ୟ ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ସହାୟତାରେ!-->…
Read More...
Read More...