ଗଜପତିରେ ପୁଣି ୧୨୧ଜଣ କରୋନା ପଜିଟିଭ ଚିହ୍ନଟ

0 68

ପାରଳାଖେମୁଣ୍ଡି,୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୬୮ ଜଣ, ଗୋଶାଣି ବ୍ଳକରେ ୨୪ ଜଣ,ଗୁମ୍ମା ବ୍ଳକରୁ ୪ ଜଣ,କାଶୀ ନଗର ବ୍ଳକରୁ ୫ ଜଣ,ମୋହନା ବ୍ଳକରୁ ୫ ଜଣ,ନୂଆଗଡ଼ ବ୍ଳକରୁ ୪ ଜଣ,ଆର ଉଦୟଗିରି ବ୍ଳକରୁ ୩ ଜଣ,ରାୟଗଡ଼ ବ୍ଳକରୁ ୨ ଜଣ,ଗଜପତିରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୪ଜଣ କରୋନା ପଜିଟିଭ ଚିହ୍ନଟହୋଇ ଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ ହସପିଟାଲ, କୋଭିଡ କେୟାର ସେଣ୍ଟର ଓ ହୋମ ଆସୋଲେସନରେ ରଖାଯାଇଥିବା ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 − four =