ଜି.ଉଦୟଗିରି ଥାନା ଅଞ୍ଚଳରେ ଲଜ୍ୟା ଜନକ ଘଟଣା ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ୫୦ ବର୍ଷୀୟ ବ୍ୟକ୍ତି ଗିରଫ
ବାଲିଗୁଡ଼ା,୩/୧୨: କାମୁକ ବ୍ୟକ୍ତିର ଜଘନ୍ୟ କାଣ୍ଡ । ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲ୍ଲି ଗାଁ ରେ ।୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ୫୦ ବର୍ଷୀୟ ବ୍ୟକ୍ତି ବିଜୟ ନାୟକକୁ ଗିରଫ କରିଛି ଜି.ଉଦୟଗିରି ପୋଲିସ୍ । ସୂଚନା ପ୍ରକାରେ!-->…
Read More...
Read More...