ସାଇକେଲକୁ ଧକ୍କାଦେଲା କାର୍,ଦୁଇଜଣ ଗୁରୁତର
ବୌଦ୍ଧ/ବାଉଁଶୁଣୀ,୨/୩- ବୌଦ୍ଧବ୍ଲକ ଅନ୍ତର୍ଗତ ଅଁଳାପାଲି ପଞ୍ଚାୟତ ଗଜରାଜପୁର ନିକଟରେ ଏକ ଅଜଣା ଇଣ୍ଡିକୋ କାର ଗାଡି ଦୁଇ ସାଇକେଲ ଆରୋହୀଙ୍କୁ ଧକ୍କାଦେଇ ଫେରାର ମାରିଥିବା ଜଣାପଡିଛି । ସାଇକେଲ ଆରୋହୀ ହେଲେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢିଆଳି ଗ୍ରାମର ସୁରେଶ ବେହେରା ଓ ବିଦ୍ୟା ପ୍ରଧାନ!-->…
Read More...
Read More...