କାର୍‌ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ

ବୌଦ୍ଧ,୨୨/୧୨ - ଗତକାଲି ଘଟିଥିବା ଏକ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରିଙ୍ଗାପଡା ଗ୍ରାମର ନୀଳମଣି ରଣା (୩୬) ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନୀଳମଣି ରଣା କୌଣସି କାମରେ ବିନିକା ଅଞ୍ଚଳକୁ ତାଙ୍କର ବାଇକ ଓଡି ୩୧ ଏଫ ୮୧୪୧ ଯୋଗେ
Read More...

ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସର ଧାରଣା

ବୌଦ୍ଧ,୨୧/୧୨ - ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ସକାଳ ୧୦.୩୦ ଠାରୁ ମଧ୍ୟାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ,
Read More...

ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୭୨ ହଜାର ଗଞ୍ଜେଇଗଛ ନଷ୍ଟ

ବୌଦ୍ଧ,୨୧/୧୨- ବୌଦ୍ଧ ଜିଲ୍ଲାପାଳଙ୍କ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଆଜି ବୌଦ୍ଧବ୍ଲକ ଦପଲା ପଞ୍ଚାୟତର ସିମେଲକଟା ଗ୍ରାମରେ ଚଢଉ କରାଯାଇଥିଲା । ଅବକାରୀ ନୀରିକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଏହି ଗ୍ରାମର
Read More...

ଦୁଲ୍‌ଦୁଲି ବାଜା ମାଲିକ ସଂଘର ବୈଠକ

ବୌଦ୍ଧ,୨୧/୧୨ - ଆଜି ବୌଦ୍ଧ ଜିଲ୍ଲା ଦୁଲ୍‌ଦୁଲି ବାଜା ମାଲିକ ସଂଘ ପକ୍ଷରୁ କଣ୍ଟାମାଳ ବ୍ଲକ ମନମୁଣ୍ଡା ଅସୁରଗଡ଼ ନିକଟରେ ନଦୀ କୁଳରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୯ମାସ ହେବ ଦୁଲଦୁଲି ବାଜା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ଫଳରେ ଏହାକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା
Read More...

ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି,୨୧/୧୨- ସଂଯୁକ୍ତ କୃଷକମୋର୍ଚ୍ଚାର ଆହ୍ୱାନକ୍ରମେ ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିିତି ଶାଖା ତରଫରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଦିନିକିଆ ପନିପରିବା ଚାଷ ତାଲିମ ଶିବିର

ପାରଳାଖେମୁଣ୍ଡି,୨୧/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଫେରେନ୍ସ ହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ଦିନିଆ ପନିପରିବା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ
Read More...

ବୌଦ୍ଧ : ଆଜି ପୁଣି ୩ କରୋନା ପଜିଟିଭ ଚିହ୍ନଟ, ସ୍ୱାବ ନମୂନା ସଂଗ୍ରହ ସଂଖ୍ୟା ୫୦ ହଜାର ଟପିଲା

ବୌଦ୍ଧ,୨୧/୧୨ - ଗତ କାଲି ଜିଲ୍ଲାରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୬୪ ଜଣ କରୋନା
Read More...

ସ୍କୁଲ ଗେଟ ସଂପୂର୍ଣ୍ଣ ହେବ କେବେ ?

ଜହ୍ନାପଙ୍କ,୨୧/୧୨- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ନୋଡାଲ ଉଚ୍ଚ଼ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି
Read More...

ଶୀତର ଲହରୀ ଜାରି, ଜଣେ ମୃତ୍ୟୁ ଅଭିଯୋଗ

ହରଭଙ୍ଗା: ଅଚାନକ ଖସିଲା ପାରଦ । ଜାଡ ମାଡରେ ଅସ୍ତବ୍ୟସ୍ତ ହରଭଙ୍ଗା ବ୍ଲକ । ସବୁଠି ହାଡଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଶିହରି ହୋଇଯାଉଛି । ୩ଦିନ ଧରି ହରଭଙ୍ଗା ଅଞ୍ଚଳରେ ଶୀତ ଲହରୀ ଜାରି ରହୁଥିବା ଫଳରେ ଜନସରଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଜି ସକାଳ ୭ଟା ବେଳେ ହରଭଙ୍ଗା
Read More...

ସିମନବାଡ଼ିରେ ସିକଲିଂ ରୋଗ ସମ୍ବନ୍ଧିତ କର୍ମଶାଳା ଓ ଲ୍ୟାବ୍‌ ଉଦଘାଟନ

ବାଲିଗୁଡ଼ା,୨୧/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସିକିଲିଂ ରୋଗ ସମ୍ବନ୍ଧିତ ଜାତୀୟ ଟାସ୍କ ଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନୂଆ ଦିଲ୍ଲୀ(ଆଇସିଏମଆର) ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ
Read More...