ଦୁଃଖୁଙ୍କ ଶବସତ୍କାର କଲେ ସତ୍ୟ ସାଇ ସେବା ସଂସ୍ଥାର ସ୍ୱେଚ୍ଛାସେବୀ

ବୌଦ୍ଧ,୩୧/୧୨ - ଦୁଃଖୁ ମହାଲିକ ଦେଉଳି (ମନମୁଣ୍ଡା) ଅଂଚଳର ଜଣାଶୁଣା ନାଁ ଟିଏ l ଦୁଃଖୁର ଘର କେଉଁଠି କାହାକୁ ଜଣା ନାହିଁ କିନ୍ତୁ ଦୀର୍ଘ ୧୫ ବର୍ଷ ହେଵ ଦେଉଳି ଅଂଚଳରେ ରହି ବିଭିନ୍ନ ଲୋକ,ଅଫିସରଙ୍କ ଘରେ ଓ ହୋଟେଲ ମାନଙ୍କରେ ପିଇବା ପାଣି ଯୋଗାଇ ଦେଇ ଲୋକଙ୍କ ଜଳ କଷ୍ଟ ଦୁର କରୁଥିବାରୁ
Read More...

ନାରାୟଣ ମେମୋରିଆଲ ଫୁଟବଲ ମ୍ୟାଚ ଉଦଘାଟିତ

ଖପ୍ରାଖୋଲ,୩୦/୧୨- ବେଲପଡା ବ୍ଲକ ସୁଲେକେଲା ଗ୍ରା:ପ:ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ମା ଗହନ୍ତେନ ବୁଢ଼ୀ ଫୁଟବଲ କ୍ଲବ ଆନୁକୂଲ୍ୟରେ ତ୍ରି ଦିବସୀୟ ନାରାୟଣ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି ପୁଲ ବି ର ବାହାବଲ,
Read More...

ମର୍ଜାକୁଦରେ ମା ସତୀକନ୍ୟାଙ୍କ ଚୁଡାଖାଇ ଯାତ୍ରା ଅନୁଷ୍ଠିତ

ବୌଦ୍ଧ,୩୦/୧୨- କରୋନା କଟକଣା ମଧ୍ୟରେ ଆଜି ମାର୍ଗଶିର ପୁର୍ଣ୍ଣିମା ଅବସରରେ ବୌଦ୍ଧ ସହର ମହାନଦୀ ମଧ୍ୟରେ ଅବସ୍ଥିତ ମର୍ଜାକୁଦରେ ମା ସତୀକନ୍ୟାଙ୍କ ପୀଠରେ ପବିତ୍ର ଚୁଡାଖାଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଆଜି ଅପରାହ୍ନରେ ପୁରୁଷ ଓ ମହିଳା ମାନେ ଭୋଗରାଗ ଧରି ମାଆଙ୍କ ଛତ୍ରକୁ
Read More...

ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୩୦/୧୨ - ବିଜେପିର ମଣ୍ଡଳ ନମ୍ଵର୍ ୯ ହରଭଙ୍ଗାର କର୍ମୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶ୍ରୀ ତପନ ଡାଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ବିପ୍ର ଚରଣ ମହାନ୍ତି ଜିଲ୍ଲା
Read More...

ବୌଦ୍ଧ : ଆଜି ପୁଣି 3 ଜଣ କରୋନା ଆକ୍ରାନ୍ତ ଚିନ୍ହଟ

ବୌଦ୍ଧ,୩୦/୧୨- ଆଜି ପୁଣି ଜିଲ୍ଲାରେ 3 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 3ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2775 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ
Read More...

ରାଜ୍ୟରେ ପୁଣି ୩୦୫ କରୋନା ପଜିଟିଭ ଚିହ୍ନଟ, ୩ ମୃତ

ଭୁବନେଶ୍ୱର ୩୦ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଗାଆଁ ନିକଟ ବିଲରୁ ଉଦ୍ଧାର

ବୌଦ୍ଧ,୩୦/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ସାନ ବଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ଦୁଇ ଦିନ ତଳେ ସକାଳେ ଶୌଚ କର୍ମ ପାଇଁ ମହାନଦୀକୁ ଯାଇ ଆଉ ଘରକୁ ଫେରି ନଥିବା ବେଳେ ଆଜି ତାଙ୍କ ମୃତ ଦେହ ଗାଆଁ ନିକଟ ବିଲ ମଧ୍ୟରୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା
Read More...

ବାଉଁଶୁଣୀ ଛକ ଅଞ୍ଚଳରୁ ବାରମ୍ବାର ଚୋରୀ

ବୌଦ୍ଧ/ବାଉଁଶୁଣୀ,୩୦/୧୨- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଛକ ଜିଲ୍ଲାର ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ l ଗତ କିଛି ମାସ ହେଲା ବାଉଁଶୁଣୀ ଥାନା ପୋଲିସର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଥିବା କୁହାଯାଉଥିଲେ ମଧ୍ୟ ବାଉଁଶୁଣୀ ଛକ ଅଞ୍ଚଳରୁ ନିୟମିତ ବ୍ୟବଧାନରେ ଚୋରୀ ହେଉଥିବା ଦେଖିବାକୁ ମିଳୁଛି
Read More...

ଶ୍ରୀରାମ ମନ୍ଦିରର ଅଧିଷ୍ଠାତା ବାବା ଭାରତୀଙ୍କ ଜନ୍ମବାର୍ଷିକୀ ପାଳିତ

କଣ୍ଟାବାଞ୍ଜି ,୩୦/୧୨-କଣ୍ଟାବାଞ୍ଜି ଶ୍ରୀରାମ ମନ୍ଦିର ପରିସର ମଧ୍ୟରେ ବାବା ଭାରତୀଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଛି । ମନ୍ଦିର ର ଅଧିଷ୍ଠାତା ବାବା ଭାରତୀଙ୍କ ଜନ୍ମ ଦିବସ ଉପଲକ୍ଷେ ପରିସରକୁ ସ୍ୱଚ୍ଛ କରି ବାବାଙ୍କର ପ୍ରତିମାରେ ଫୁଲମାଳା, ଧୂପ ଦେଇ ସଂସାରର ମଙ୍ଗଳ କାମନା
Read More...

ବାଉଁଶୁଣୀ ଓ ଡମ୍ବରଗାଡ଼ ମହାନଦୀ ଘାଟରୁ ବ୍ୟାପକ ବାଲି ଚୋରା ଚାଲାଣ ଅଭିଯୋଗ

ବୌଦ୍ଧ,୩୦/୧୨ - ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ମହାନଦୀର ବାଉଁଶୁଣୀ ଓ ଡମ୍ବରଗାଡ଼ ଘାଟରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ ବାଲି ପ୍ରତିଦିନ ଉତ୍ତୋଳନ ହେଉଥିବା ଅଭିଯୋଗ ହୁଏ | ସରକାରୀ କାଗଜ ପତ୍ରରେ ଉଭୟ ବାଲିଘାଟ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ
Read More...