ଧାନ ଖରୀ ଓ ନଡା ଗଦାରେ ନିଆଁ ଲାଗି ଭସ୍ମୀଭୂତ

ବୌଦ୍ଧ,୨/୧ - କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତର ସୌରୀବେଙ୍ଗେସ ଗ୍ରାମରେ ଏକ ଖଳାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଧାନ ଖରୀ ସମେତ ପାଳ ଓ ନଡା ଗଦା ପୋଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ବରଗାଁ ଗ୍ରାମ ପଞ୍ଚାୟତ ସୌରୀବେଙ୍ଗେସ
Read More...

ଦୃଷ୍ଟିଶକ୍ତିହୀନ ଗାୟିକାଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ

ବୌଦ୍ଧ/ବାଉଁଶୁଣୀ,୨/୧ - ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବଉଦିଆ ପଡା ଠାରେ ଶୁକ୍ରବାର ଦିନ ରାମାୟଣର ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | ବଉଦିଆପଡା ଶ୍ରୀ ରାମଲୀଳା ନାଟ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ଜଣେ
Read More...

ଦୃଷ୍ଟିଶକ୍ତି ହୀନ ଗାୟିକାଙ୍କ ଦ୍ବାରା ସୁନ୍ଦରା କାଣ୍ଡ ପାରାୟଣ

ବୌଦ୍ଧ/ବାଉଁଶୁଣୀ,୨/୧ - ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବଉଦିଆପଡା ଠାରେ ରାମାୟଣର ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି | ବଉଦିଆପଡା ଶ୍ରୀ ରାମଲୀଳା ନାଟ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ଜଣେ ଦ୍ରୁଷ୍ଟିହୀନ ଗାୟିକା ସୁଶ୍ରୀ
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 2 ଆହତ

ବୌଦ୍ଧ,୨/୧ - ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ନିକଟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ସେଥିରେ ସବାର ଥିବା ଦୁଇ ଜଣ ଆରୋହୀ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ତେଲିବନ୍ଧ ପଟରୁ
Read More...

ନିଲମ୍ବିତ ମୁଣ୍ଡିପଦର ସରପଞ୍ଚ ପୁନଃ ଅବସ୍ଥାପିତ ହେଲେ

ବୌଦ୍ଧ,୨/୧ - ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ନିଲମ୍ବିତ ସରପଞ୍ଚ ଅନ୍ତର୍ଯାମୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପୁନଃ ଅବସ୍ଥାପିତ କରିଥିବା ଜଣାପଡିଛି । ସରକାରଙ୍କ ଠାରୁ ଆଦେଶ ଆସିବା ପରେ ଶ୍ରୀ ସାହୁ ସରପଞ୍ଚ ଭାବେ ମୁଣ୍ଡିପଦର ଗ୍ରାମ
Read More...

ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ଆନୁକୁଲ୍ୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼ : ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଦେବଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବରେ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଂଚର ସଭାପତି ସୁଧିର କୁମାର ବ୍ରହ୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ
Read More...

ଚାରି ଦିନ ହେଲା ନିଖୋଜ ବ୍ୟକ୍ତିଙ୍କ ମିଳିନି ପତ୍ତା, ଜଣେ ଅଟକ

ବୌଦ୍ଧ,୨/୧ - ଗତ ଡିସେମ୍ବର୍ 30 ତାରିଖ ସନ୍ଧ୍ୟାରୁ ବୌଦ୍ଧ ସହର 11 ନମ୍ବର୍ ୱାର୍ଡ ରାଜନପାଲିର ଅଗସ୍ତି ମହାକୁଡ (49 ବର୍ଷ) ନିଖୋଜ ଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ସନ୍ଧ୍ୟାରେ ରାଜନପାଲି ନିଜ ଘରୁ ଅଗସ୍ତି ବୁଲାବୁଲି କରିବାକୁ
Read More...

ବଡ଼କୁଶଙ୍ଗ ଗ୍ରାମରେ ମା ସନ୍ତୋଷୀ ମହାପୁରାଣ ପାରାୟଣ

ବୌଦ୍ଧ,୧/୧- କଣ୍ଟାମାଳ ବ୍ଲକ ବଡ଼ କୁଶଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ମା ସନ୍ତୋଷୀ ଦେବୀଙ୍କ ମନ୍ଦିରରେ ଆଜି ପବିତ୍ର ଶୁକ୍ରବାରରେ ମା ସନ୍ତୋଷୀ ଦେବୀଙ୍କ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | ପାରାୟଣରେ ବ୍ୟାସ ଭାବେ ସୁଶାନ୍ତ ହୋତା ମା ସନ୍ତୋଷୀ ମହାପୁରାଣ ପଠନ କରିଥିଲେ | ମନ୍ଦିରର ପୂଜକ
Read More...

ଲୁହାରେକ୍‌ ଖସି କନେଷ୍ଟବଳ ମୃତ

ବୌଦ୍ଧ,୧/୧ - ନୂତନ ବର୍ଷରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ.ଭି.ଏମ. ଷ୍ଟ୍ରଙ୍ଗ ରୁମରେ କାର୍ଯ୍ୟରତ ଜଣେ ଯବାନଙ୍କ ଉପରେ ଗୋଟିଏ ଲୁହା ରେକ୍‌ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଇ.ଭି.ଏମ.
Read More...

ସରକାରଙ୍କ ନିୟମକୁ ଅବମାନନା ଘରୋଇ ରିସୋର୍ଟରେ ପାଳନ ହେଲା ଜିରୋନାଇଟ୍‌ ସେଲିବ୍ରେସନ୍‌

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୧/୧: ରାଜ୍ୟ ସରକାର କରୋନା କଟକଣା ପାଇଁ ସାରା ରାଜ୍ୟରେ ଜାକଜମକରେ ଜିରୋ ନାଇଟ ପାଳନ ନକରି ଘରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ୍‌ କିରୀକୁଟି ଠାରେ ଥିବା ପାନାସିଆ ଇକୋ ରିସର୍ଟ ଯାହା ଏମୁ ପକ୍ଷୀ ପାର୍କ ଭାବରେ ଜଣାଶୁଣା । ସେଠାରେ
Read More...