ସାଇକେଲକୁ ଧକ୍କା ଦେଲା ବାଇକ, 2 ଆହତ

ବୌଦ୍ଧ ,୩/୧- ଆଜି ସନ୍ଧ୍ୟା ପ୍ରାୟ ଘ 6. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବାମଣ୍ଡା ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ବାଇକ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୁଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଦେବଗଡ଼ ଗ୍ରାମର ଇନ୍ଦ୍ରମଣି ମେଣ୍ଡିଲି
Read More...

ବାଲିଗଦାରୁ ନିଖୋଜ ବ୍ୟକ୍ତିଙ୍କ ଶବ ମିଳିଲା, ହତ୍ୟା ସନ୍ଦେହ

ବୌଦ୍ଧ,୩/୧ - ଗତ ବୁଧବାର ରାତିରୁ ନିଖୋଜ ଥିବା ବୌଦ୍ଧ ସହର ରାଜନ୍‌ପାଲି ଗ୍ରାମର ଅଗସ୍ତି ମହାକୁଡ (୪୯)ଙ୍କ ଶବକୁ ଆଜି ସକାଳେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଉଦ୍ଧାର କରିଛି । ବାପୁଜୀ ନଗର ଓ ନୂଆସାହି ମଧ୍ୟରେ ଥିବା ବିଲ ଭିତରେ ଗୃହ ନିର୍ମାଣ ପାଇଁ ରଖା ଯାଇଥିବା ବାଲିଗଦା ମଧ୍ୟରୁ ଶବ ଉଦ୍ଧାର
Read More...

ବୌଦ୍ଧ ବନ ବିଭାଗ ପକ୍ଷରୁ ମହାନଦୀରେ ପକ୍ଷୀ ଗଣନା

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳ ୮ଟାରୁ ହରଭଙ୍ଗା ବ୍ଲକ ମହାନଦୀରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହରଭଙ୍ଗା ବ୍ଲକର ମହାନଦୀର ଧଳପୁରଠାରୁ କୁଶାଶିଙ୍ଗା ପର୍ଯ୍ୟନ୍ତ ମହାନଦୀରେ ଡଙ୍ଗା ସାହାଯ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ
Read More...

ବାଲିଗଦାରୁ ନିଖୋଜ ବ୍ୟକ୍ତିଙ୍କ ଶବ ମିଳିଲା, ହତ୍ୟା ସନ୍ଦେହ

ବୌଦ୍ଧ,୩/୧ - ଗତ ବୁଧବାର ରାତିରୁ ନିଖୋଜ ଥିବା ବୌଦ୍ଧ ସହର ରାଜନ୍‌ପାଲି ଗ୍ରାମର ଅଗସ୍ତି ମହାକୁଡ (୪୯)ଙ୍କ ଶବକୁ ଆଜି ସକାଳେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଉଦ୍ଧାର କରିଛି । ବାପୁଜୀ ନଗର ଓ ନୂଆସାହି ମଧ୍ୟରେ ଥିବା ବିଲ ଭିତରେ ଗୃହ ନିର୍ମାଣ ପାଇଁ ରଖା ଯାଇଥିବା ବାଲିଗଦା ମଧ୍ୟରୁ ଶବ ଉଦ୍ଧାର
Read More...

ସାଂସ୍କୃତିକ କାର୍ଯ୍ୟକ୍ରମ “ରୁଣୁଝୁଣୁ ପାଦର ତାଳେ” ଆୟୋଜିତ

ବୌଦ୍ଧ,୩/୧ - ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ପଲସପାଟ ଗ୍ରାମରେ ଆଦର୍ଶ ଯୁବକ ସଂଘ ଆନୁକୁଲ୍ୟରେ ନବ ବର୍ଷ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ " ରୁଣୁଝୁଣୁ ପାଦର ତାଳେ " ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ସରପଞ୍ଚ
Read More...

ବାପକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ

ବୌଦ୍ଧ,୩/୧- ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅଂଚଳ କଲରାଝୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜମି ବିବାଦକୁ ନେଇ ବାପପୁଅର ଗଣ୍ଡଗୋଳ ମଧ୍ୟରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଲରାଝୁଲି ଗ୍ରାମର ଭଗବାନ ନାଏକଙ୍କ ଦୁଇଟି ସ୍ତ୍ରୀ
Read More...

ବିଶାଖା ବସ୍‌ସହ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର

ବୌଦ୍ଧ,୩/୧ - ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଓ ନୟାଗଡ ଜିଲ୍ଲା ସୀମାନ୍ତରେ ବସ୍‌ସହ ବାଇକ ଧକ୍କା ହେବା ଫଳରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ଭୁବନେଶ୍ୱର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ବିଶାଖା ଭୁବନେଶ୍ୱରରୁ ବୌଦ୍ଧ
Read More...

କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଉପଲକ୍ଷେ ୨ୟ ଦିନରେ ୨୪ ଜଣ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ

ଖପ୍ରାଖୋଲ,୨/୧- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର କୌଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଏବଂ ଓ .ଟି .ଏସ୍‌ .ଏ ପାଟଣାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ନବବର୍ଷ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଇଥିବା ଜଣାପଡ଼ିଛି । ନବ ବର୍ଷ ପାଳନ
Read More...

ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ୍‌ ପାଳିତ

ବୌଦ୍ଧ,୨/୧- ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସକୁ "ବୌଦ୍ଧ ଦିନ୍‌’ ଭାବରେ ଆଜି ପାଳନ କରାଯାଇଛି । ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧଜିଲ୍ଲା ୧୯୯୪ ମସିହା ଜାନୁଆରୀ ୨ ତାରିଖରେ ସ୍ୱତନ୍ତ୍ର ଜିଲାର ମାନ୍ୟତା ପାଇଲା । ଆଜି ବୌଦ୍ଧ ଜିଲା ୨୭ ବର୍ଷରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାର ନୂତନ ସଂଗ୍ରହାଳୟ ଉଦଘାଟିତ, ୪୪କୋଟି ଟଙ୍କାର ୧୮ଟି ପ୍ରକଳ୍ପର ଉଦଘାଟନ

ବୌଦ୍ଧଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ ବୌଦ୍ଧ,୨/୧ – ବୌଦ୍ଧଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାର ନୂତନ ସଂଗ୍ରହାଳୟ ଉଦଘାଟନ କରିଛନ୍ତି । ବୌଦ୍ଧଜିଲ୍ଲାର ୧୦୦ ବର୍ଷ ପୁରାତନ କଚେରୀ କୋଠାରେ ଏହି
Read More...