ସାଇକେଲକୁ ଧକ୍କା ଦେଲା ବାଇକ, ୩ ଆହତ

ବୌଦ୍ଧ,୫/୧- ଆଜି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଡଭେଲିପଦର ନିକଟରେ ସାଇକେଲକୁ ଗୋଟିଏ ବାଇକ ଧକ୍କା ଦେବା ଫଳରେ ୩ ଜଣ ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫ଘଣ୍ଟା ସମୟରେ ମନମୁଣ୍ଡା - ଶଗଡା ରାସ୍ତାର ଗୁଡଭେଲିପଦର ଗ୍ରାମ
Read More...

କଣ୍ଟାମାଳ ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ,୫/୧ - ମାହାଙ୍ଗା ବ୍ଲକର ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣା ରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୃକ୍ତି ନେଇ ଆଜି କଣ୍ଟାମାଳ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିବାସହ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି | ଏଥିରେ କଣ୍ଟାମାଳ ର
Read More...

ଥାନା ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ କୁଶ ପୁତ୍ତଳିକା ଦାହ

ବୌଦ୍ଧ,୫/୧- ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆଜି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଆଗରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବିକ୍ଷୋଭ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଗତ ୨ତାରିଖରେ ବିଜେପି ନେର ତଥା ପୂର୍ବତନ ବ୍ଲକ
Read More...

ନିର୍ଭୁଲ ତଥ୍ୟ ହୋଇପାରୁନି ସଂଗ୍ରହ, ଶିକ୍ଷକ ପଦୋନ୍ନତିରେ ବିଳମ୍ବ !

ବୌଦ୍ଧ,୫/୧ - ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ବିଳମ୍ବ ହେଉଥିବାରୁ ପଦୋନ୍ନତିକୁ ଅପେକ୍ଷା କରିଥିବା ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ସଠିକ୍‌ ତଥ୍ୟ ସଂଗ୍ରହ ହୋଇପାରୁନଥିବା ହେତୁ ପଦୋନ୍ନତି ପ୍ରକ୍ରିୟାରେ
Read More...

ବାଇକ ଦୁର୍ଘଟଣା, 2 ଗୁରୁତର

ବୌଦ୍ଧ,୫/୧-ମନମୁଣ୍ଡା- କଣ୍ଟାମାଳ ରାସ୍ତାର ଅଁଳାଚୁଆଁ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୁଚନା ଅନୁଯାୟୀ କଣ୍ଟାମାଳ ଥାନା ଘୁଲୁଘୁଲାପଦର ଗ୍ରାମର କବିତା ନାଏକ (30) ଓ ଗୁଞ୍ଜିତୋରା ଗ୍ରାମର ଗୀତା
Read More...

ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଉଦ୍‌ଘାଟିତ

ସୋନପୁର : ରାଜ୍ୟର ପ୍ରଥମ ଡିଜିଟାଲ୍ ଟ୍ରାନ୍ସଜିକସନ୍ ବ୍ୟବସ୍ଥା ଥିବା ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଆଜି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୧କୋଟି ୮୯ଲକ୍ଷ ବ୍ୟୟ ଅଟକଳରେ ଦ୍ୱିତଳ ପ୍ରସାଦଥିବା କୋଷାଗାର କାର୍ଯ୍ୟାଳୟରେ କଂପ୍ୟୁଟରୀକୃତ
Read More...

ଗଜପତିର ପ୍ରିୟଙ୍କା ମିସ୍‌ ଇଣ୍ଡିଆ ପ୍ରଥମ ରନର୍ସଅପ୍‌

ପାରଳାଖେମୁଣ୍ଡି,୪/୧‐ ସେଂଚୁରିୟାନ୍‌ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର୍ସ ପାଜିଏଣ୍ଟ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ହେବାର ବିରଳ କ୍ରୁତିତ୍ୱ ହାସଲ କରିଛନ୍ତି । ପାରଳାଖେମୁଣ୍ଡି ରାଜଦାଣ୍ଡସାହିର ଅଶୋକ କୁମାର
Read More...

ନିଆରା ଢଙ୍ଗରେ ସ୍ୱେଚ୍ଛାସେବୀ ପାଳିଲେ ଜିଲ୍ଲା ପ୍ରତିଷ୍ଠା ଦିବସ

ବୌଦ୍ଧ,୪/୧ - ବୁଟୁପାଲିସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିର ସ୍ୱେଚ୍ଛାସେବୀମାନେ ନୂଆବର୍ଷ ଓ ଜିଲ୍ଲା ପ୍ରତିଷ୍ଠା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଗତ ଶନିବାର ସକାଳେ ସଦସ୍ୟ ମାନେ ବୌଦ୍ଧ ସହରରେ ବୁଲୁଥିବା ଓ ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ବ୍ୟକ୍ତିଙ୍କୁ ଠାବ କରି
Read More...

ଧାନ କ୍ରୟରେ ଦଲାଲିରାଜର ଅଭିଯୋଗ ଆଣିଲେ ଚାଷୀ

ବୌଦ୍ଧ/ବାଉଁଶୁଣୀ,୪/୧ - ବୌଦ୍ଧବ୍ଲକ୍‌ ବାଉଁଶୁଣୀ ସେବା ସମବାୟ ସମିତିରେ ଖରିଫ ଧାନ କ୍ରୟରେ ବ୍ୟାପକ ଅନିୟମିତତା ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ସମିତିରେ ଚାଷୀମାନଙ୍କୁ ଅଗ୍ରାଧିକାର ନ ଦେଇ ବେପାରୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ଚାଷୀମାନେ ଶୀତ କାକରରେ ରାତି ରାତି
Read More...

ସେଲ୍ଫି ନେଲା ଜୀବନ, କୁମ୍ଭୀଦରହରେ ଖସିପଡି ଛାତ୍ରଙ୍କ ମୃତ୍ୟୁ

ବୌଦ୍ଧ,୪/୧ - ମାମୁଁ ଘର ସହ ନୂଆବର୍ଷରେ ଆଡେନିଗଡ ଗ୍ରାମ ପଞ୍ଚାୟତ ମାଧପୁର ନିକଟରେ ଥିବା କୁମ୍ଭୀଦରହକୁ ଭୋଜି କରିବାକୁ ଯାଇଥିବା ଜଣେ ବାଳକର ଗୋଡ ଖସିଯିବାରୁ ଜଳପ୍ରପାତରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ କିଛି ପରିବାର
Read More...