ରେଲୱେ ଫ୍ଲାଏଓଭର ପାଇଁ ହନ୍ତସନ୍ତ ସାଧାରଣ ଲୋକେ
ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠୁ ସ୍ୱପ୍ନେ ସେତୁ ପର୍ଯ୍ୟନ୍ତ ରାସ୍ତା କାମ ସରିଲାଣି l ଅଥଚ ରେଙ୍ଗାଲି ରେଲୱେ ଫ୍ଲାଏଓଭର ନହେବାରୁ ସାଧାରଣ ଲୋକେ ଗଲା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି l ସବୁଜାଣିଶୁଣି ପ୍ରଶାସନ ନିରବ ପାଲଟୁଛି l ସାଧାରଣ ଲୋକଙ୍କ ପାଇଁ ଏବେ ମୁଣ୍ଡ!-->…
Read More...
Read More...