ବୃଦ୍ଧଙ୍କ ଠାରୁ ବ୍ୟାଗ୍ସହ ୩୦ ହଜାର ଟଙ୍କା ଝାଂପିନେଲେ ଲୁଟେରା
ବୌଦ୍ଧ,୧୧/୧୨ - ଗତକାଲି ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ ବୌଦ୍ଧ ଏନଏସି ଛକ ନିକଟରୁ ସ୍ପଷ୍ଟ ଦିବାଲୋକରେ ଜଣେ ବୃଦ୍ଧଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ କେଲାକଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋକ୍ତା (୭୦)!-->…
Read More...
Read More...