କନ୍ଧମାଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା
ଫୁଲବାଣୀ,୨୮/୩:ଦିନକୁ ଦିନ ଗଞ୍ଜେଇ କାରବାର କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଵିଶେଷ କରି ପାଠପଢା ଶିକ୍ଷିତ ଯୁବକଙ୍କ ଏ କ୍ଷେତ୍ରରେ ବେଶି ମାତ୍ରାରେ ସଂଶ୍ଲିଷ୍ଟ ଥିବାର ଦେଖିବାକୁ ମିଳୁଛି ।ଏହାର ମୁଖ୍ୟ କାରଣ ବେରୋଜଗାରୀ । ଆଜି କନ୍ଧମାଳ ଅବକାରୀ ବିଭାଗ ଦୁଇଟି ଗାଡି ଉପରେ!-->…
Read More...
Read More...