ପୁଣି ମାନବିକତା ର ପରିଚୟ ଦେଲା ସେବା ଚେରିଟେବୁଲ ଟ୍ରଷ୍ଟ
ପାଟଣାଗଡ,୨୧/୧଼- ପାଟଣାଗଡ଼ ଥାନା ଅନ୍ତର୍ଗତ ଗଏଲମରା ଗ୍ରାମରେ ଗତକାଲି ରାତିରେ ମାୟାବର୍ହା ଗ୍ରାମର ଜଣେ ବ୍ୟକ୍ତି ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ବିଷୟରେ ଗ୍ରାମର ଭଦ୍ରବ୍ୟକ୍ତି ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରୁ ଶବ ଉଦ୍ଧାର କରି!-->…
Read More...
Read More...