ଡକରବାଡ଼ି ରାସ୍ତା ପାର୍ଶ୍ୱର ଲଟାବୁଦା ସଫା କଲେ ଯୁବକ ସଂଘ
ଦାରିଙ୍ଗବାଡ଼ି,୭/୧୧:ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଲଟାବୁଦା ସଫାକଲେ ଡକରବାଡ଼ି ଗ୍ରାମର ଯୁବକ ସଂଘ । ବହୁ ଦିନ ହେବ ଜୁଡାବାଡ଼ି ଠାରୁ ଡକରବାଡ଼ି ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ରାସ୍ତା ପାର୍ଶ୍ବରେ ଲଟାବୁଦା ପରିପୂର୍ଣ୍ଣ ହୋଇ!-->…
Read More...
Read More...