ସଡକ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ
ପାଟଣାଗଡ,୨୦/୩: ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ-ପାଟଣାଗଡ ରାସ୍ତା ଶୁକ୍ରବାର ରାତ୍ରି ୮ଟାରେ ଝାର୍ବନ୍ଦ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ଘଟିଥିଲା । ସୁଚନାନୁସାରେ ବାଇକରେ ୨ ଜଣ ଯୁବକ ଖପ୍ରାଖୋଲରୁ ପାଟଣାଗଡ ଆସୁଥିବାବେଳେ ଝାର୍ବନ୍ଦ ଛକଠାରେ ଏକ ଅଜଣା ଗାଡି!-->…
Read More...
Read More...