କୁନି ଚିତ୍ରକର ସ୍ଥିତିପ୍ରଜ୍ଞାଙ୍କ ତୁଳୀର ଚମକ

ବୌଦ୍ଧ,୩/୧୨ - ତୁଳସୀ ଦୁଇ ପତ୍ରରୁ ବାସେ । ମଣିଷ ଭିତରେ ଥିବା ପ୍ରତିଭା ପିଲାଟି ଦିନରୁ ପରିପ୍ରକାଶ ହୋଇଥାଏ । ବିନା ତାଲିମରେ ବିନା ଶିକ୍ଷାରେ ମଧ୍ୟ ତାହାର ଚମକ ଦେଖିବାକୁ ମିଳେ । ଏଭଳି ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆମ ଜିଲ୍ଲାର ଜଣେ କୁନି ପ୍ରତିଭା ସ୍ଥିତିପ୍ରଜ୍ଞା । ବୌଦ୍ଧବ୍ଳକ
Read More...

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ସବ୍‌ଷ୍ଟେସନ

ବୌଦ୍ଧ/ଜହ୍ନାପଙ୍କ,୩/୧୨ - ବୌଦ୍ଧବ୍ଲକ୍‌ ଜହ୍ନାପଙ୍କ ନିକଟ ପୋଡାବଲସ ଗ୍ରାମଠାରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବିଦ୍ୟୁତ ବିଭାଗର ଗ୍ରୀଡ଼ ବିପଦସଙ୍କୁଳ ଅବସ୍ଥାରେ ମୁକୁଳା ହୋଇ ପଡିଛି । ଦୀର୍ଘ ଦିନରୁ ପାଚେରୀ ନିର୍ମାଣ କରିବା କିମ୍ବା ତାର ବାଡ ଦେବା ପାଇଁ ଦାବି ହେଉଥିବା ବେଳେ ଆଜି
Read More...

ରାଜ୍ୟରେ ପୁଣି ୪୩୪ କରୋନା ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ୱର ୦୩ ।୧୨ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୦୧୭ରେ ପହଞ୍ଚିଛି ।
Read More...

ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ :ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ…

ଭୁବନେଶ୍ବର,:ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ
Read More...

ବୌଦ୍ଧ: ତିନିଦିନର ବିରତି ପରେ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨/୧୨- ଲଗାତାର ତିନିଦିନ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଶୁନ ରହିବାପରେ ଆଜି ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ ପଜିଟିଭକୁ ମିଶାଇଲେ ଆଜି ସୁଦ୍ଧା ୨୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ
Read More...

ପୁଣି ରାଜ୍ୟରେ ୪୮୦ କରୋନା ପଜିଟିଭ ଚିହ୍ନଟ, ୬ମୃତ

ଭୁବନେଶ୍ୱର ୦୨ ।୧୨ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୫୮୩ରେ ପହଞ୍ଚିଛି ।
Read More...

ପଡିଆ ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଦାବି

ବୌଦ୍ଧ,୨/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର୍‌ ଗ୍ରାମରେ ୨୦୧୮ - ୧୯ ବର୍ଷରେ ଆମ ଗାଆଁ ଆମ ବିକାଶ ଯୋଜନାର ଅନୁଦାନରେ ଖେଳପଡିଆର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏ ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସମ୍ପୂର୍ଣ୍ଣ
Read More...

ସାରଂଗଡ଼ ଥାନା ଗୁଟିଙ୍ଗିଆରେ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ବ୍ରିଜରେ ବାଡ଼େଇ ହୋଇ ଚାଳକଙ୍କ ମୃତ୍ୟୁ

ବାଲିଗୁଡ଼ା,୨/୧୨: କନ୍ଧମାଳ ଜିଲ୍ଲା ସାରଙ୍ଗଧର ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ କାନ୍ଥରେ ବାଡ଼େଇ ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗୁଡ୍ରିପଡ଼ି ଗ୍ରାମରୁ ବାହାରି ଗୁଟିଙ୍ଗିଆ ଅଭିମୁଖେ ମୋଟରସାଇକେଲରେ ତିନି ଜଣ ଆସୁଥିବାବେଳେ
Read More...

ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କାରେ ଜଣେ ଗୁରୁତର

ବୌଦ୍ଧ,୧/୧୨- ଆଜି ସନ୍ଧ୍ୟା ସମୟରେ ଚାରିଛକ -ଛତ୍ରଙ୍ଗ ରାସ୍ତାର କରଞ୍ଜକଟା ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ କରଞ୍ଜକଟା ଗ୍ରାମ ପଞ୍ଚାୟତ ବାହାଲି ଗ୍ରାମର ଶେଖର ମଲିକ (22)
Read More...

ଘାଟୀ ତଳକୁ ଖସିଲା ବାଇକ, ଦୁଇ ଆରୋହୀ ଗୁରୁତର

ବୌଦ୍ଧ,୧/୧୨- ଆଜି ସନ୍ଧ୍ୟା ସମୟରେ ବୌଦ୍ଧ- ହରଭଙ୍ଗା ଶ୍ରୀ ଜଗନ୍ନାଥ ସଡକର ବୁର୍ଲା ଘାଟୀ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ରାମଗଡ଼ ଗ୍ରାମ ପଞ୍ଚାୟତ ଉଆଁଲ ଗ୍ରାମର ସୁନୀଲ
Read More...