ଆଜି ବୌଦ୍ଧସହର ଓ ବିଶିପାଲି ଗ୍ରାମରୁ ଗୋଟିଏ ଲେଖାଏଁ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୩/୧୧ - ନଭେମ୍ବର ମାସରେ ବୌଦ୍ଧ ଜିଲ୍ଲାରେ କରୋନାର ପ୍ରାଦୁର୍ଭାବ ଆଉ ଦେଖିବାକୁ ମିଳୁନାହିଁ । ଏକ ଅଙ୍କ ମଧ୍ୟରେ ସୀମିତ ରହୁଛି ଦୈନନ୍ଦିନ ଆକ୍ରାନ୍ତ ସଂଖ୍ୟା । ଆଜି ମଧ୍ୟ ବୌଦ୍ଧ ଜିଲ୍ଲାରେ ମାତ୍ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ!-->…
Read More...
Read More...