ଦିଲ୍ଲୀରେ ଭୂମିକମ୍ପ
ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ନିମ୍ନ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି କହିବା ଅନୁସାରେ,ଭୋର୍ ୫.୦୨ରେ ସଙ୍ଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୨.୩ ବୋଲି ରିକ୍ଟର୍ ସ୍କେଲ୍ରୁ ଜଣାପଡିଛି ।!-->…
Read More...
Read More...