ଜାତୀୟ ରାଜପଥ ୫୩ରେ ଦୁର୍ଘଟଣାରେ ମା ଓ ପୁଅର ମୃତ୍ୟୁ ଯୋଗୁଁ ରାସ୍ତାରୋକୋ

ସମ୍ବଲପୁର,୨୦/୧୦- ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସଦର ପୁଲିସ ଥାନା ଅନ୍ତର୍ଗତ ପଡିଆ ବାହାଲରେ ଆଜି ମଙ୍ଗଳବାର ଦିନ ସାପ୍ତାହିକ ହାଟ ଯୋଗୁଁ ସେଠାରେ ପ୍ରବଳ ଭିଡ ଲାଗି ରହିଥିଲା । ଏହି ସମୟରେ ସଡ଼କ ପାର ହେଉଥିବା ସମୟରେ
Read More...

ଜାତୀୟ ରାଜପଥ ୫୩ରେ ଦୁର୍ଘଟଣାରେ ମା ଓ ପୁଅର ମୃତ୍ୟୁ ଯୋଗୁଁ ରାସ୍ତାରୋକ

ସମ୍ବଲପୁର :ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସଦର ପୁଲିସ ଥାନା ଅନ୍ତର୍ଗତ ପଡିଆ ବାହାଲରେ ଆଜି ମଙ୍ଗଳବାର ଦିନ ସାପ୍ତାହିକ ହାଟ ଯୋଗୁଁ ସେଠାରେ ପ୍ରବଳ ଭିଡ ଲାଗି ରହିଥିଲା । ଏହି ସମୟରେ ସଡ଼କ ପାର ହେଉଥିବା ସମୟରେ ମା ଓ
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ

ସୋନପୁର: ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟ ବ୍ରତ ବେହେରା । ବୀରମହାରାଜପୁର ବ୍ଲକ୍ ବଡଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ ନିଜର ଗାଈ ଗୁହାଳ କରିବା ପାଇଁ ବୀରମହାରାଜପୁର ବିଡିଓ ଙ୍କ ଠାରେ ଆବେଦନ କରିଥିଲେ । ବିଡିଓ ଉକ୍ତ
Read More...

ସମିତି ସମ୍ପାଦକ ଓ ପିଅନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ଏଆରସିଏସ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିର ସମ୍ପାଦକ ଓ ପିଅନଙ୍କ ନାମରେ ଦାୟୀତ୍ୱରେ ଅବହେଳା ଓ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିଲା । ଅଭିଯୋଗର ତଦନ୍ତ ପରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମିତିର
Read More...

ବହିରା-ଦୁମୁଦୁମା ରାସ୍ତା କାମର ମାନ ତନଖି କଲେ କନିଷ୍ଠ ଯନ୍ତ୍ରୀ

ବୌଦ୍ଧ/ ବାଉଁଶୁଣୀ,୨୦/୧୦ - ବୌଦ୍ଧବ୍ଲକ ବହିରା-ଦୁମୁଦୁମା ରାସ୍ତାର କାମ ଗତ ମାର୍ଚ୍ଚ ମାସରେ ହୋଇଥିବା ବେଳେ 6 ମାସ ନ ହେଉଣୁ ପିଚୁ ଉଠିଯିବା ନେଇ ଏକ ଖବର ହିରାଞ୍ଚଳ Live ଓ ହୀରାଞ୍ଚଳରେ ପ୍ରକାଶିତ ହୋଇଥିଲା | ତାର ପ୍ରଭାବରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ
Read More...

ସଂକ୍ରମଣ ହାର କମିବା ସହିତ ସୁସ୍ଥତାହାର ବଢିଛି: ଆଜି ନୂଆ ୪୪ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର :କରୋନା ସଂକ୍ରମଣ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉତ୍ତରତ୍ତର ଉନ୍ନତି ଦେଖାଯାଉଛି, କିନ୍ତୁ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ବିଲୋପ ହୋଇ ପାରିବ ଏଥିରେ ସନ୍ଦେହ ରହିଛି । ଗୋଟିଏ ପଟେ ସଂକ୍ରମଣ କମୁଛି ତ ଅନ୍ୟ ପଟେ ସୁସ୍ଥତାହାର ବଢିଚାଲିଛି, ଯାହାକି ଜନସାଧାରଣ ସହିତ
Read More...

ଗଜପତିରେ ପୁଣି ୨ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି ୨ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ କାଶୀ ନଗର ବ୍ଳକରୁ ଜଣେ ଗୋଶାଣି ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟରକୁ
Read More...

ବୌଦ୍ଧ : 2400 ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି 24 ଚିନ୍ହଟ

ବୌଦ୍ଧ,୨୦/୧୦ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ନୂତନ 24 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 2400 ଡେଇଁଲା l ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ 24 କରୋନା ପଜିଟିଭ ଚିନ୍ହଟ ହୋଇଥିବା ଘୋଷଣା କରିବା ପରେ ଜିଲ୍ଲାରେ ପଜିଟିଭ ଚିନ୍ହଟ
Read More...

ପୁଣି ରାଜ୍ୟରେ ୧୯୦୪ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

ଭୁବନେଶ୍ୱର ୧୯ ।୧୦: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ଆମ୍ବଝରୀ ପଂଚାୟତ ମାମଲା, ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

ବୌଦ୍ଧ,୨୦/୧୦ - ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଂଚାୟତର ସରପଞ୍ଚ ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା କରିବା ସହ ସମିତି ସଭ୍ୟlଙ୍କୁ କରୁଥିବା ଉପେକ୍ଷା ସମ୍ପର୍କରେ ଆମ୍ବଝରୀ ସମିତି ସଭ୍ୟା ମନ୍ଦାକିନୀ କର୍ଣ୍ଣ ଅଭିଯୋଗ କରିଥିଲେ | ଶ୍ରୀମତୀ କର୍ଣ୍ଣଙ୍କ ଅଭିଯୋଗ ପାଇବା ପରେ ଓଡିଶା
Read More...