ଶ୍ରୀ ଗୁପ୍ତେଶ୍ୱର ପୀଠକୁ କାଠ ପୋଲ ନିର୍ମାଣ କଲେ ଭକ୍ତ
ବୌଦ୍ଧ,୭/୧୧ - ବଉଦ ବ୍ଲକ୍ ଶଗଡା ଗ୍ରାମ୍ ପଂଚାୟତ ଖଣ୍ଡି କନପା ଗ୍ରାମ ନିକଟରେ ବାଘନଦୀର ଅପର ପାର୍ଶ୍ବରେ ମୁକ୍ତାକାଶରେ ଥିବା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତର ସୁବିଧା ପାଇଁ ଭକ୍ତ ମାନେ ଗୋଟିଏ କାଠ ପୋଲ ନିର୍ମାଣ କରିଛନ୍ତି | ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ!-->!-->!-->…
Read More...
Read More...