ଟେଙ୍କର ଓ କାର୍ ମଧ୍ୟରେ ମୁହାମୁହିଁ ଧକ୍କା

ବୌଦ୍ଧ,୧୭/୧୨- ଜାତୀୟ ରାଜପଥ ନମ୍ବର 57ର ସିଙ୍ଗାରୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ତୈଳ ବୋଝେଇ ଟେଙ୍କର ସହ ଗୋଟିଏ ହୁଣ୍ଡାଇ କାର୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିବା ଖବର ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଭାରତ ପେଟ୍ରୋଲିୟମର ଗୋଟିଏ ତୈଳ ବୋଝେଇ
Read More...

ଗଡଜାତ ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବୌଦ୍ଧ,୧୬/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ଠାରେ ଚାଲିଥିବା ଗଡଜାତ ମହୋତ୍ସବର ଆଜି ଦ୍ୱିତୀୟ ଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଗଡଜାତ
Read More...

ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧ ଲକ୍ଷ ୫ ହଜାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ,୧୬/୧୨-ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବୌଦ୍ଧବ୍ଲକ ଦପଲା ପଂଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ାଉ କରାଯାଇ ୩୫ ଏକର ଜଙ୍ଗଲ ଜମି ଉପରେ ଚଢଉ କରାଯାଇ ପ୍ରାୟ ୧ ଲକ୍ଷ ୫ ହଜାର ଗଞ୍ଜେଇ ଗଛ ନଷ୍ଟ
Read More...

କଲଭର୍ଟ ନିର୍ମାଣ କାମ ସରିବ କେବେ?

ପାରଳାଖେମୁଣ୍ଡି,୧୬/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ସ୍ଥାନ ରାଜଦାଣ୍ଡର ଚାରିଛକ ଭାବେ ପରିଚିତ ଚାନ୍ଦିନୀ ରେଷ୍ଟରେନ ସମ୍ମୁଖରେ ପୌର ପରିଷଦ ପକ୍ଷରୁ ଚାଲିଥିବା କାମ ତ୍ୱରାନ୍ୱିତ ହେଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି କାମ
Read More...

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

କଣ୍ଟାବାଞ୍ଜି ,୧୬/୧୨- କଣ୍ଟାବାଞ୍ଜି ଭଜନ ଚୌକ ସ୍ଥିତ ଡେଲି ମାର୍କେଟରେ ଜଣେ ପନିପରିବା ବ୍ୟବସାୟୀ ଜଗବନ୍ଧୁ ବେହେରା (୩୫) ଙ୍କୁ ଧାରୁଆ ଅସ୍ତ୍ରରେ ଦୁବୃତ୍ତମାନେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ହାତ ଜଙ୍ଘ ଓ ପେଟରେ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ
Read More...

ଅବ୍ୟବସ୍ଥା ଘେରରେ ନବନିର୍ମିତ ଡି.ଆଈ.ଇ.ଟି. କ୍ୟାମ୍ପସ

ବୌଦ୍ଧ,୧୬/୧୨ - ବୌଦ୍ଧ ରାଜବାଟୀ ସମ୍ମୁଖରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଈ.ଇ.ଟି) ହରଭଙ୍ଗା ବ୍ଲକ ରାଧାନଗର୍‌ ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ନିକଟ ନୂତନ କୋଠାକୁ ଉଠିଆସିବା ପରେ ଅନେକ ଅବ୍ୟବସ୍ଥା ଘେରରେ ରହିଛି । ପ୍ରତିଷ୍ଠାନର ପାଚେରୀ ଏ ଯାଏଁ ନିର୍ମାଣ
Read More...

ବୌଦ୍ଧ: ବାଉଁଶୁଣୀ ଗ୍ରାମରୁ ଜଣେମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୬/୧୨ - ଦୁଇ ଦିନ ହେଲା ଜିଲ୍ଲାରୁ ଜଣେ ମଧ୍ୟ ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୭୫୬ ଜଣ
Read More...

ଗୋଠ ସାହି ପଡିଆରେ ଶୁଭାରମ୍ଭ ହେଲା ସରସରା ଧାନ ମଣ୍ଡି

ବୌଦ୍ଧ,୧୬/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ସେବା ସମବାୟ ସମିତି ତରଫରୁ ଆଜି ଗୋଠ ସାହି ପଡିଆରେ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଧାନ ମଣ୍ଡିକୁ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ସରସରା ସମିତିର
Read More...

ରାଜ୍ୟରେ କମିବା ପରେ ପୁଣି ବଢିଲା ଆକ୍ରାନ୍ତ ସଂଖ୍ୟା : ୨୪ ଘଣ୍ଟାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ୱର ୧୬ ।୧୨: ରାଜ୍ୟରେ ଗତ କିଛି ଦିନ ହେବ ରାଜ୍ୟରେ ପଜିଟିଭ ସଂଖ୍ୟା ୩୦୦ ରହୁଥିବା ବେଳେ ଆଜି ପୁଣି ୪ଶହକୁ ଅତିକ୍ରମ କରିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୭୯୬ରେ ପହଞ୍ଚିଛି ।
Read More...

ଅଦଳ ବଦଳ ହେଲେ ମୁଣ୍ଡାପଡା ଓ ବଘିଆପଡା ସମିତି ଡି.ଇ.ଓ

ବୌଦ୍ଧ,୧୬/୧୨ - ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ସେବା ସମବାୟ ସମିତିରେ ଧାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ମୁଣ୍ଡାପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଅଶ୍ୱିନୀ
Read More...