ବୌଦ୍ଧ : ଆଜି ଅର୍ଦ୍ଧଶତକ ପାର୍ କଲା କରୋନା, କୁଟିଝାରରୁ ୩୩ ଆକ୍ରାନ୍ତ
ବୌଦ୍ଧ,୧୫/୧୦ - ଆଜି ବୌଦ୍ଧଜିଲ୍ଲାରେ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେଲା ପଜିଟିଭ ସଂଖ୍ୟା ଅର୍ଦ୍ଧଶତକ ତଳେ ରହୁଥିବାବେଳେ ଆଜି ଅର୍ଦ୍ଧଶତକ ଡେଇଁ ଗୋଟିଏ ଦିନରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା!-->…
Read More...
Read More...