ପରିବହନ ସମୟରେ ଆନ୍ଧ୍ର ବ୍ୟାଙ୍କର ୩୫ଲକ୍ଷ ଟଙ୍କା ଲୁଟ
ସମ୍ବଲପୁର : ସମ୍ବଲପୁରରୁ ଦେବଗଡ଼ ଜିଲ୍ଲାର ଲଇମୁରା ପାଇଁ ନିଆଯାଉଥିବା ସମୟରେ ଆନ୍ଧ୍ର ବ୍ୟାଙ୍କର ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ୬ଜଣ ଦୁର୍ବୃତ୍ତ ଲୁଟିନେଲେ । ଗତକାଲି ସୋମବାର ପ୍ରାୟ ସନ୍ଧ୍ୟା ସମୟରେ ଘଟିତ ଏହି ଲୁଟକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ପ୍ରାପ୍ତ ସୂଚନା!-->…
Read More...
Read More...