ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ
ପାରଳାଖେମୁଣ୍ଡି,୧୧/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି!-->…
Read More...
Read More...