ଚାରିଛକ ଠାରେ ଜେ.ଏମ.ଏଫ.ସି. କୋର୍ଟ ବିଲଡିଂ ପାଇଁଁ ଭୂମି ପୂଜନ
ବୌଦ୍ଧ,୨/୧୧ –ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସଦର ମହକୁମା ଚାରିଛକ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେ.ଏମ.ଏଫ.ସି) ର ନୂତନ କୋର୍ଟ ବିଲଡିଂ ନିର୍ମାଣ ପାଇଁ ଆଜି ଚାରିଛକ ନିକଟରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୂମି ପୂଜନ ଉତ୍ସବରେ!-->…
Read More...
Read More...