ମ୍ୟାକ୍‌କୁଲମଙ୍କୁ କୃତଜ୍ଞତା ଜଣାଇଲେ କାର୍ତ୍ତିକ

ଦୁବାଇ : କିଙ୍ଗିସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ କୋଲକାତା ନାଇଟ୍ ରାଇଡ଼ର୍ସର ଦୀନେଶ କାର୍ତ୍ତିକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ପୁର୍ନଜୀବନ ପାଇଲା ଭଳି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ମ୍ୟାଚର ଫଳାଫଳ ନେଇ ନିଜେ ଚକ୍କିତ ହୋଇଥିବା
Read More...

ନିଜ ଟିମ୍‌କୁ ନେଇ ଭୀଷଣ କ୍ଷୁବ୍ଧ ଧୋନି : ଜାହାଜରେ ଅନେକ ଛିଦ୍ର ରହିଛି

ଦୁବାଇ, ୧୧/୧୦ : ନିଜ ଦଳ ଚେନ୍ନାଇ ସୁପରକିଙ୍ଗସ୍‌ର ପ୍ରଦର୍ଶନକୁ ନେଇ ସ୍କିପର ମହେନ୍ଦ୍ର ସିଂ ଧୋନି ଭୀଷଣ କ୍ଷୁବ୍ଧ ଓ ବିଚଳିତ । ବିଶେଷ କରି ବ୍ୟାଟ୍ସମ୍ୟାନ୍‌ମାନଙ୍କ ପ୍ରଦର୍ଶନ ତାଙ୍କୁ ଗଭୀର ଆଘାତ ଦେଇଛି । ଦଳର ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି ଯେ, ଜାହାଜ
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘର ରକ୍ତଦାନ ଶିବିର

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘ ର ମିଳିତ ଆୟୋଜନ ରେ କମିଶନରେଟ ପୋଲିସ ସହଭାଗିତାରେ ଅଢାଳିଆ,ଫୁଲନଖରା କଟକ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ଅଢାଳିଆ ଗ୍ରାମ୍ୟ କମିଟି ର ସଭାପତି ବନମାଳୀ ବେହେରା, ସମ୍ପାଦକ ପତିତପାବନ ସେଠୀ,
Read More...

ବୌଦ୍ଧ: ଆଜି ଚିହ୍ନଟ ହେଲେ ୩୭ କରୋନା ପଜିଟିଭ

ବୌଦ୍ଧ,୧୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ହରଭଙ୍ଗା ବ୍ଲକ୍‌
Read More...

ଦୈନିକ ସଂକ୍ରମଣହାରରେ ସାମାନ୍ୟ ହ୍ରାସରୁ କିଛି ଆଶ୍ୱସ୍ତି: ଆଜି ପୁଣି ନୂଆ ୮୪ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଅବ୍ୟାହତ ରହିଛି, ହେଲେ ଦୈନିକ ସଂକ୍ରମଣହାର ସାମାନ୍ୟ ହ୍ରାସ ପାଇ ଥିବାରୁ ଲୋକେ କିଛି ଆଶ୍ୱସ୍ତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ
Read More...

ଗଜପତିରେ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୧୦- ଗଜପତିରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୬ ଜଣ, ଗୁମ୍ମା ବ୍ଳକରୁ ଜଣେ, ଆର ଉଦୟଗିରି ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା
Read More...

୬୧ ୟୁନିଟ ରକ୍ତ ସଂଗ୍ରହ କଲା ସନଣ୍ଡେ ଗ୍ରୁପ

ସମ୍ବଲପୁର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ "ସନଣ୍ଡେ ଗ୍ରୁପ'ର ୧୪ତମ ସ୍ୱନକ୍ଷତ୍ର ଦିବସରେ ଆୟୋଜିତ ରକ୍ତଦାନ ଶିବିରରେ ୬୧ୟୁନିଟ ରକ୍ତ ସପ୍ସଗ୍ରହିତ କରାଯାଇଛି । ବର୍ତ୍ତମାନ ସବୁଆଡେ କରୋନା ରୋଗୀଙ୍କ ଚିକିତ୍ସା ବିଷୟରେ ଚର୍ଚ୍ଚା ହେଉଛି ଓ ଏଥିପାଇଁ ଅଧିକାଂଶ ସ୍ଥିତିରେ ରୋଗୀକୁ ରକ୍ତ
Read More...

ରାଜ୍ୟରେ ପୁଣି ୨୫୪୬ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୫୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ପୂର୍ବତନ ସରପଞ୍ଚ ତଥା ଦୁର୍ଗାପୂଜା କମିଟି ସଭ୍ୟଙ୍କ ଦେହାନ୍ତ

ଚଣ୍ଡିଖୋଲ:-ବଡଚଣା ବ୍ଳକ ସୁଙ୍ଗୁଡା ପଂଚୟାତର ପୂର୍ବତନ ସରପଂଚ ତଥା ଚଣ୍ଡିଖୋଲ ସାର୍ବଜନୀନନ ଦୁର୍ଗାପୂାଜା କମିଟିର ସକ୍ରିୟ ସଭ୍ୟ ଅନିରୁଦ୍ଧ ରାଉତ(୫୮)ଙ୍କର ଆଜି କଟକ ଅଶ୍ୱିନୀ ହସ୍ପଟିଲାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତ ଳେ ସ୍ୱର୍ଗତ ରାଉତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ
Read More...

ଭୁତ କୋଠି ସାଜିଛି ବରଗାଁ ଏ. ଏନ. ଏମ. ସେଣ୍ଟର

ବୌଦ୍ଧ,୧୧/୧୦ - କଣ୍ଟାମାଳ ବ୍ଲକ୍ ବରଗାଁ ଠାରେ ଥିବା ସ୍ୱାସ୍ଥ୍ୟ ବିଭାଗର ଏ.ଏନ. ଏମ. କେନ୍ଦ୍ରର ଅବସ୍ଥା ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୁଏ | ଏ.ଏନ.ଏମ. କେନ୍ଦ୍ରର ସ୍ଥାୟୀ ଗୃହ ସରକାର ନିର୍ମାଣ କରିଥିଲେ ମଧ୍ୟ ଏଠାରେ ନିଯୁକ୍ତ କର୍ମଚାରୀ କେବେ ରହୁନଥିବା ଯୋଗୁଁ କେନ୍ଦ୍ର
Read More...