ନୂତନ ସମିତି ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବୌଦ୍ଧ,୬/୧୨ - କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତିର ନବ ନିଯୁକ୍ତ ଭାରପ୍ରାପ୍ତ ସମ୍ପାଦକ ପ୍ରତାପ କୁମାର୍ ପ୍ରଧାନଙ୍କୁ ଆଜି ଶିମିଳିପଦର ସେବା ସମବାୟ ସମିତିର ଚାଷୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଚାଷୀ ସୁଶାନ୍ତ କୁମାର ମିଶ୍ରଙ୍କ ଆବାହକତ୍ୱରେ!-->…
Read More...
Read More...