ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ;ଚାଳକ ମୃତ,ଦୁଇ ଆରୋହୀ ଗୁରୁତ

ବାଲିଗୁଡ଼ା: ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ । ଚାଳକ ମୃତ,ଦୁଇ ଆରୋହୀ ଗୁରୁତର ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ବାଟାଗୁଡ଼ା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ
Read More...

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବନବିଭାଗ ପକ୍ଷରୁ ମାଖାପଦର ପଞ୍ଚାୟତ ଅନ୍ତର୍ଗତ କୋପିଆ ଠାରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ବ୍ୟକ୍ତି ଜଣକ କୋପିଆ ନିବାସୀ ବିରେନ୍ଦ୍ର ମେହେର(୩୭) ବୋଲି
Read More...

ଜିଲ୍ଲାପାଳ ଏବଂ ଏସପିଙ୍କ ସୂଚନା, ୮ ଟି ହଲରେ ହେବ ଭୋଟ୍‌ ଗଣିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଦିନ ଭୋଟ ଗଣତି ପାଇଁ ହୋଇଥିବା ସମ୍ପର୍କରେ ଜିଲ୍ଲାପାଳ ସ୍ୱଧାଦେବ ସିଂ ଓ ଏସପି ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ନୟାଗଡ଼ ଜିଲ୍ଲାରେ ୪ ଟି ନିର୍ବାଚନ ମଣ୍ଡଳୀ ଏଥିମଧ୍ୟରୁ
Read More...

ଆସନ୍ତାକାଲି ଭୋଟ ଗଣତି, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପୁରୀ : ଆସନ୍ତା କାଲି ଭୋଟ ଗଣତି ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି । ସହରର ଦୁଇଟି ସ୍ଥାନ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପୁରୀ ଓ ସତ୍ୟବାଦୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରସରେ ବ୍ରହ୍ମଗିରି, ନିମାପଡା,କାକଟପୁର ଓ ପିପିଲି ନିର୍ବାଚନ
Read More...

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । କୁମ୍ଭାରପଡା ଥାନା ପୋଲିସ ଦୁଇଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଭଉଁରୀ ଉତ୍ସବ ଦିନ ବାଣ ବିସ୍ଫୋରଣ ହୋଇ ଏଯାବତ୍‌ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ଓ କଟକରେ
Read More...

ଭୋଟ୍‌ ଗଣତି ପୂର୍ବରୁ ପୋଲିସ୍‌, ବିଏସଏଫ ଓ ଆଇଆରବି ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ବୌଦ୍ଧ,୩/୬:- ବୌଦ୍ଧ ପୋଲିସ, ବିଏସଏଫ ଓ ଆଇଆରବି ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ଭୋଟ୍‌ ଗଣତି ହେବାକୁ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଓ ପୋଲିସର
Read More...

ଭୋଟ ଗଣତି ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

ଚମ୍ପୁଆ,୩ା୬:- ଚଳିତ ୨୦୨୪ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ପ୍ରାର୍ଥୀ ମାନଙ୍କର ଭାଗ୍ୟ ବର୍ତ୍ତମାନ ଇଭିଏମ ଭିତରେ ସିଲ୍‌ ହୋଇ ରହିଥିବାବେଳେ ଆସନ୍ତାକାଲି ଭୋଟ ଗଣତି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି । ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ
Read More...

ବାଣ ବିସ୍ଫୋରଣ ଘଟଣା, ଅପରିଚିତଙ୍କ ଠିକଣା ପାଇଁ ସହଯୋଗ ଜରୁରୀ

ପୁରୀ : ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ଡାକ୍ତରଖାନା ବା ଏସସିବି ରେ ଚିକିତ୍ସାଧିନ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବ୍ୟକ୍ତିଙ୍କ ନାମ ଦିବ୍ୟ ରଞ୍ଜନ ସାହୁ, ପିତାଙ୍କ ନାମ ଦୁଷ୍ମନ୍ତ ସାହୁ ଏବଂ ଠିକଣା ପୁରୀ ବୋଲି ଡାକ୍ତରଖାନାରେ ଉଲ୍ଲେଖ
Read More...

ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ମୋଟ ୩୧ ଗୋଟି ଚକ ନିର୍ମାଣ ସହ ତିନି ରଥର ମୂହାଣ୍ଟ, ନିରାଡ଼ି, ଖମ୍ବ, ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ୱଜ ରଥର ମୋଟ ୧୪ ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୧ତମ ଚକରେ ସଂଯୁକ୍ତ ପଇ ସାମାନ୍ୟ ଚଡକି
Read More...

ଆତ୍ମସମର୍ପଣ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ନିର୍ବାଚନ ପ୍ରଚାରର ୨୧ ଦିନ ପାଇଁ ସୁପ୍ରିମକୋର୍ଟ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।
Read More...