ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୌଦ୍ଧ /ବlଉଁଶୁଣି,୧୨/୧୦ - ବlଉଁଶୁଣି ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ପାଇଁ ଗତକାଲି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି | ଏ ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ପୂଜାରେ ଦେବାଶିଷ ନେପାକ୍ କର୍ତ୍ତା ଭାବରେ ବସିଥିବା ବେଳେ ପୂଜା ପରିଚାଳନା କରିଥିଲେ ପୂଜକ ସଚ୍ଚିନ
Read More...

ଗାଁକୁ ଫେରିଲା ମୃତ ଦାଦନଙ୍କ ଶବ

ବୌଦ୍ଧ,୧୨/୧୦- ସୁଦୂର ତାମିଲନାଡୁ ରାଜ୍ୟ କୁ ପେଟ ପାଟଣା ପାଇଁ କାମ କରିବାକୁ ଯାଇ ସେଠାରେ ମ୍ରୁତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ରାଜ କିଶୋର ସେଲମା (22) ଙ୍କ ଶବ ଗତ କାଲି ନିଜ ଗ୍ରାମ କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତର ସେଲମା ପଡାରେ ପହଞ୍ଚିଛି l ସେ କାର୍ଯ୍ୟ କରୁଥିବା
Read More...

ଶିକ୍ଷକଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ ସଭା

ଭଦ୍ରକ,୧୨/୧୦ - ଭଦ୍ରକ ବ୍ଲକ ଅନ୍ତର୍ଗତ ବରାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ୰ ନବକିଶୋର ପଲାଇଙ୍କ ଏକାଦଶାହରେ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ ସଭା ତାଙ୍କ ଜନ୍ମ ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି..ଏହି ସ୍ମୃତି ଚାରଣ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାମଲ ସଂଯୋଜନା
Read More...

ମଦ ବେପାରୀଙ୍କ ରାସନ କାର୍ଡ ଜବତ କଲେ ମହିଳାସଂଘ

ଦାରିଙ୍ଗବାଡ଼ି ,୧୧/୧୦: ମଦ ବେପାର କରିବାରୁ ମହିଳା ସଂଘର ସଦସ୍ୟ ମାନେ ମଦବେପାରୀଙ୍କ ରାସନ କାର୍ଡ ଜବତ କରିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗ୍ରାମରେ । ପର୍ତ୍ତମାହା ଗ୍ରାମର ୧୦ ରୁ ଉର୍ଦ୍ଧ ଲୋକ ଅଂଚଳରେ ମଦ ବିକ୍ରୟ କରୁଥିବାରୁ ମଦ
Read More...

ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ବିଜେପିର ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ଉପ
Read More...

ଭାରସାମ୍ୟ ହରାଇ ଓଲଟିଲା ହାଇୱା, ଡ୍ରାଇଭର ସୁରକ୍ଷିତ

ବୌଦ୍ଧ/ବାଉଁଶୁଣି -ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ବାଉଁଶୁଣି - ଗୁନ୍ଦୁଲିଆ ରାସ୍ତାର ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଗୋଟିଏ ହାଇୱା ଗାଡି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଗୋଟିଏ
Read More...

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା

ଭୁବନେଶ୍ୱର : ପର୍ଯ୍ୟଟନ ତଥା ଧାର୍ମିକ ସହର ଶ୍ରୀକ୍ଷେତ୍ର ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ର ମାନ୍ୟତା ମିଳିଛି । ଏକ ଆନ୍ତର୍ଜାତୀୟ ସଂସ୍ଥା ପୁରୀ ବେଳାଭୂମିକୁ ଏହି ମାନ୍ୟତା ଦେଇଛି । ଡେନମାର୍କର ଏହି ସଂସ୍ଥା ପକ୍ଷରୁ ପୁରୀ ବେଳାଭୂମିର ଦିଗବାରେଣୀ ଖୁଣ୍ଟିରୁ ମେ ଫେୟାର ହୋଟେଲ
Read More...

ମ୍ୟାକ୍‌କୁଲମଙ୍କୁ କୃତଜ୍ଞତା ଜଣାଇଲେ କାର୍ତ୍ତିକ

ଦୁବାଇ : କିଙ୍ଗିସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ କୋଲକାତା ନାଇଟ୍ ରାଇଡ଼ର୍ସର ଦୀନେଶ କାର୍ତ୍ତିକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ପୁର୍ନଜୀବନ ପାଇଲା ଭଳି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ମ୍ୟାଚର ଫଳାଫଳ ନେଇ ନିଜେ ଚକ୍କିତ ହୋଇଥିବା
Read More...

ନିଜ ଟିମ୍‌କୁ ନେଇ ଭୀଷଣ କ୍ଷୁବ୍ଧ ଧୋନି : ଜାହାଜରେ ଅନେକ ଛିଦ୍ର ରହିଛି

ଦୁବାଇ, ୧୧/୧୦ : ନିଜ ଦଳ ଚେନ୍ନାଇ ସୁପରକିଙ୍ଗସ୍‌ର ପ୍ରଦର୍ଶନକୁ ନେଇ ସ୍କିପର ମହେନ୍ଦ୍ର ସିଂ ଧୋନି ଭୀଷଣ କ୍ଷୁବ୍ଧ ଓ ବିଚଳିତ । ବିଶେଷ କରି ବ୍ୟାଟ୍ସମ୍ୟାନ୍‌ମାନଙ୍କ ପ୍ରଦର୍ଶନ ତାଙ୍କୁ ଗଭୀର ଆଘାତ ଦେଇଛି । ଦଳର ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି ଯେ, ଜାହାଜ
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘର ରକ୍ତଦାନ ଶିବିର

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘ ର ମିଳିତ ଆୟୋଜନ ରେ କମିଶନରେଟ ପୋଲିସ ସହଭାଗିତାରେ ଅଢାଳିଆ,ଫୁଲନଖରା କଟକ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ଅଢାଳିଆ ଗ୍ରାମ୍ୟ କମିଟି ର ସଭାପତି ବନମାଳୀ ବେହେରା, ସମ୍ପାଦକ ପତିତପାବନ ସେଠୀ,
Read More...