ବିଜେଡିର ସଚେତନତା ସପ୍ତାହ ଉଦଯାପିତ
ବୌଦ୍ଧ,୧୬/୧୦ - ବୌଦ୍ଧ ସହର ଏନ.ଏ. ସି. ଛକ ନିକଟରେ ଗତ ଏକ ସପ୍ତାହ ଧରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚାଲିଥିବା କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆଜି ଉଦଯାପନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷା ରେବତୀ ମହାଲିକ, ପୂର୍ବତନ ନଗରପାଳ!-->!-->!-->…
Read More...
Read More...