ବୌଦ୍ଧ: ଆଜି ଚିହ୍ନଟ ହେଲେ ୩୭ କରୋନା ପଜିଟିଭ
ବୌଦ୍ଧ,୧୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ହରଭଙ୍ଗା ବ୍ଲକ୍!-->…
Read More...
Read More...