ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, 6 ଆହତ
ବୌଦ୍ଧ,୯/୧୦- ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମହିନ୍ଦ୍ରା ଟିୟୂଭି କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ବରଗଡରୁ ଭୁବନେଶ୍ବର ଯାଉଥିବା ଗୋଟିଏ ମହିନ୍ଦ୍ରା!-->…
Read More...
Read More...