ଗଜପତିରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୨/୧୦- ଗଜପତିରେ ପୁଣି ୭ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ, ମୋହନାବ୍ଳକରୁ ଜଣେ, ରାୟଗଡା ଜିଲ୍ଲାର ୨ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ!-->…
Read More...
Read More...