ଭୁତ କୋଠି ସାଜିଛି ବରଗାଁ ଏ. ଏନ. ଏମ. ସେଣ୍ଟର
ବୌଦ୍ଧ,୧୧/୧୦ - କଣ୍ଟାମାଳ ବ୍ଲକ୍ ବରଗାଁ ଠାରେ ଥିବା ସ୍ୱାସ୍ଥ୍ୟ ବିଭାଗର ଏ.ଏନ. ଏମ. କେନ୍ଦ୍ରର ଅବସ୍ଥା ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୁଏ | ଏ.ଏନ.ଏମ. କେନ୍ଦ୍ରର ସ୍ଥାୟୀ ଗୃହ ସରକାର ନିର୍ମାଣ କରିଥିଲେ ମଧ୍ୟ ଏଠାରେ ନିଯୁକ୍ତ କର୍ମଚାରୀ କେବେ ରହୁନଥିବା ଯୋଗୁଁ କେନ୍ଦ୍ର!-->…
Read More...
Read More...