ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ନିଃଶୁଳ୍କ ଅକ୍ସିଜେନ୍ ସିଲିଣ୍ଡର ଯୋଗାଣ ସେବା
କରୋନା ମହାମାରୀ ସମୟରେ କରୋନା ପୀଡିତ ବ୍ୟକ୍ତି ମାନଙ୍କଠାରେ କେତେକାଂଶରେ ଅକ୍ସିଜେନ୍ ର ଅଭାବ ଦେଖାଯାଇଛି l ଅନେକ ଲୋକ ଏବେ ହୋମଆଇସୋଲେସନରେ ରହିଛନ୍ତି l ଏଣୁ ହୋମ ଆଇସୋଲେସନରେ ରହିଥିବା ବ୍ୟକ୍ତିମାନଙ୍କଠାରେ କିଛି ଜାଗାରେ ଅକ୍ସିଜେନ୍ ଅଭାବ ରହୁଛି l ଏବଂ ଏହା ସମସ୍ତଙ୍କ ପାଖରେ ସହଜରେ!-->…
Read More...
Read More...