ଆଦ୍ୟାଶା ପଣ୍ଡାଙ୍କ ବିରଳ କୃତିତ୍ୱ
ପାରଳାଖେମୁଣ୍ଡି,୮/୧୦- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପଣ୍ଡା ଜାତୀୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛନ୍ତି । ଭାରତୀୟ ଉପଗ୍ରହ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ହୋଇଥିବା "ବିଜ୍ଞାନ ଓ ଉପଗ୍ରହ" ବିଷୟ ଆଧାରିତ ପ୍ରବନ୍ଧ!-->…
Read More...
Read More...