ଚିଲାଖଣ୍ଡି ପୋଲ ନିକଟରେ ପୁଣି ଦୁର୍ଘଟଣା, 6 ଘଣ୍ଟା ରାସ୍ତା ଜାମ୍
ବୌଦ୍ଧ,୮/୧୦ - ଜାତୀୟ ରାଜପଥ ନମ୍ବର୍ 57 ର ହରେକୃଷ୍ଣପୁର ଗ୍ରାମ ନିକଟରେ ଥିବା ଚିଲାଖଣ୍ଡି ପୋଲ ଉପରେ ପୁଣି ଦୁର୍ଘଟଣା l ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ସମ୍ବଲପୁରକୁ ଲୁହା ପଥର ଗୁଣ୍ଡ ବୋଝେଇ କରି ଆସୁଥିବା ଏ.ପି.27 ଟିଜେଡ3777 ନମ୍ବର ବିଶିଷ୍ଟ ଟ୍ରକ୍ ପୋଲ ବାଡାରେ ଧକ୍କା ଦେଇ ଗତ!-->…
Read More...
Read More...