ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,୩/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଗାନ୍ଧୀ
Read More...

୨୩ ଗୋଟି ସମବାୟ ସମିତିକୁ ଗଲା ୬୬୫୦ ବସ୍ତା ୟୁରିଆ ସାର

ବୌଦ୍ଧ,୩/୧୦- ସାର ପାଇଁ ଜିଲ୍ଲାର ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ବୌଦ୍ଧଜିଲ୍ଲାକୁ ଆସିଥିବା ୬୬୫୦ ବସ୍ତା ସାର ୨୩ ଗୋଟି ସମବାୟ ସମିତିକୁ ଗତ ୨୯ ତାରିଖ ଦିନ ଆବଣ୍ଟନ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକକୁ ୩୧୮୦ ବସ୍ତା, ହରଭଙ୍ଗା ବ୍ଲକକୁ ୨୧୪୦ ବସ୍ତା ଓ
Read More...

୨୩ ଗୋଟି ସମବାୟ ସମିତିକୁ ଗଲା ୬୬୫୦ ବସ୍ତା ୟୁରିଆ ସାର

ବୌଦ୍ଧ,୩/୧୦- ସାର ପାଇଁ ଜିଲ୍ଲାର ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ବୌଦ୍ଧଜିଲ୍ଲାକୁ ଆସିଥିବା ୬୬୫୦ ବସ୍ତା ସାର ୨୩ ଗୋଟି ସମବାୟ ସମିତିକୁ ଗତ ୨୯ ତାରିଖ ଦିନ ଆବଣ୍ଟନ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକକୁ ୩୧୮୦ ବସ୍ତା, ହରଭଙ୍ଗା ବ୍ଲକକୁ ୨୧୪୦ ବସ୍ତା ଓ
Read More...

୩୦୫୩ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୦୫୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ
Read More...

ବିଦ୍ୟୁତ ସର୍ଟ ସର୍କିଟିରେ ଘରେ ନିଆଁଲାଗି ଘର ସହ ଆସବାଵପତ୍ର ଜଳିଗଲା

ଦାରିଙ୍ଗବାଡ଼ି,୨/୧୦ : ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଂଚାୟତ ଅନ୍ତର୍ଗତ ଡକରବାଡ଼ି ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟି ଯୋଗୁଁ ଜଣେ ବ୍ୟକ୍ତିଙ୍କ ଘରେ ନିଆଁଲାଗି ଘର ସମ୍ପୂର୍ଣ୍ଣ ପୋଡିଯିବା ସହ ଘରର ଆସବାବପତ୍ର ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ମିଥୁନ ଦିଗାଲଙ୍କ ଘର କୌଣସି
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ

ଖପ୍ରାଖୋଲ, ୨/୧୦ - ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ର ଜୟ ତରୁଣ ଯୁବକ ସଂଘ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚ୍ଚନା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
Read More...

କଣ୍ଟାମାଳ : ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ/କଣ୍ଟାମାଳ - ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନିର୍ଦ୍ଦେଶ କ୍ରମେ ଆଜି କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ଠାରେ ଓଡିଶା ମୋ ପରିବାର, କଣ୍ଟାମାଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି l
Read More...

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୬ ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ , ମୈତ୍ରୀବିହାର ପରିସରରେ ସ୍ଥାନୀୟ କର୍ପୋରେଟର ତଥା ବିଜେଡି ନେତ୍ରୀ ଭାରତୀ
Read More...

ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

ବାଲିଗୁଡ଼ା: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଗାଧୋଇବାପାଇଁ ଯାଇଥିବାବେଳେ ନାଳ ନିକଟରେ ଛୁରୀ ଭୁଷିବାସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଟାଙ୍ଗି ଅଞ୍ଚଳରେ । ଘଟଣାରେ ହତ୍ୟାକାରୀ ସ୍ଵାମୀ ରତିକାନ୍ତ ଦିଗାଳକୁ
Read More...

କନ୍ଧମାଳରେ ଆଜି ପୁଣି ୯୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୫୯ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୬୪୫ ରେ
Read More...