ଘର ଭଙ୍ଗା କ୍ଷୟକ୍ଷତିର ତଦନ୍ତ କଲେ ରାଜସ୍ୱ ନିରୀକ୍ଷକ

ବୌଦ୍ଧ : ଗତ ଲଗାଣ ବର୍ଷାରେ ବାଉଁଶୁଣି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଏକର ଏକର ଜମିରେ ବଢି ପାଣି ମାଡି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ରାଜସ୍ୱ ବିଭାଗ କ୍ଷୟକ୍ଷତିର ଆକଳନ କରିବା ଓ
Read More...

ସୁବର୍ଣ୍ଣପୁର :ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪ ଦିନରେ ୩୩୯ ଜଣ ପଜିଟିଭ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ତାର କାୟାବିସ୍ତାର କରି ସମଗ୍ର ଜିଲ୍ଲାକୁ କବଳିତ କରିଛି । ସେପ୍ଟେମ୍ବର ମାସ ଆରମ୍ଭରୁ ପିକ୍ ପିରିୟଡରେ କରୋନା ତା'ର ପ୍ରଭାବ ବିସ୍ତାର କରି ଜିଲ୍ଲାରେ ଏକ ଆତଙ୍କର ମାହୋଲ ସୃଷ୍ଟି କରିଛି । ଗତ ୧ ତାରିଖ ସୁଦ୍ଧା ଆକ୍ରାନ୍ତ ଙ୍କ ସଂଖ୍ୟା ୭୬୪
Read More...

ଆଜି ୮୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ: ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ରେ ପହଞ୍ଚିଲା

ସମ୍ବଲପୁର :ପ୍ରଶାସନିକ ଘୋଷଣା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୫ ଜଣ କରୋନା ସଂକ୍ରମିତ ହେଲା ପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୮୩୫ ଜଣଙ୍କ ଚିକିତ୍ସା କୋଭିଡ
Read More...

ବୌଦ୍ଧ : ଆଜି ନୂତନ ୨୫ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ୨୫ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ବଲାସିଙ୍ଗାସ୍ଥିତ ଇଣ୍ଡିଆନ ରିଜର୍ଭ
Read More...

ପୁଣି ରାଜ୍ୟରେ ୩୪୯୦ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲେ ଆଉ ୧୩ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ୩,୪୯୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୦୯୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୩୯୬ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ
Read More...

ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ପୋଲିସ ପକ୍ଷରୁ ଚଢ଼ାଉ : ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ଜଣେ…

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ୍ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରୁ ୧୦୦କେଜି ୫୦୦ଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ମାଫିଆକୁ ଗିରଫ କରିଛି ପୋଲିସ୍ । ସୂଚନା ପ୍ରକାରେ ବାହାର ଜିଲ୍ଲାର
Read More...

ନଳକୂଅ ନିକଟରେ ସୋକ୍ ପିଟ ଖୋଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୬ ଆହତ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଲୋକାପଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୧୬ ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନା ରେଫର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଲୋକାପଡା ବିଦ୍ୟାଳୟ
Read More...

ନିମ୍ନମାନର ଛତୁଆ ଓ ବାଦାମ ଲଡୁ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଗନବାଡି କେନ୍ଦ୍ରମାନଙ୍କୁ ସରକାର ଯୋଗାଣ କରୁଥିବା ଛତୁଆ ଓ ବାଦାମ ଲଡୁ ନିମ୍ନମାନର ଥିବା ଅଭିଯୋଗ ହୁଏ । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁଆ ଓ ବାଦାମ ଲଡୁ ଜିଲ୍ଲାରେ ପ୍ରସ୍ତୁତ କରି ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ
Read More...

ପିଏମଏୱାଇ ଘର ଚୋରୀ ଅଭିଯୋଗ, ୮ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ !

ବୌଦ୍ଧ : ବଉଦ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ଗୋବିନ୍ଦପୁର୍ ଗ୍ରାମର ଦୁର୍ଯ୍ୟୋଧନ ନାଏକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଦୁର୍ଯ୍ୟୋଧନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ପଂଜିକରଣ ନମ୍ବର୍ ୫୫ ତା ୨୦. ୧. ୨୦୨୦ ରେ
Read More...

ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ପରଲୋକ

ବୌଦ୍ଧ,୭/୯ - ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ଆଜି ଅପରାନ୍ହରେ ପରଲୋକ ହୋଇ ଯାଇଛି । ଛାତିରେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ଘରଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ଆମ୍ରୀ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି
Read More...