ଆଜି ଅପରାହ୍ନରୁ ହରଭଙ୍ଗା ହେବ ସଟ୍ ଡାଉନ୍
ବୌଦ୍ଧ/ହରଭଙ୍ଗା,୨୯/୯ - ଗତକାଲି ହରଭଙ୍ଗା ଗ୍ରାମରୁ ୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ହରଭଙ୍ଗା ଗ୍ରାମକୁ ସରପଞ୍ଚ ସୁମନଜୀ ଲାଲ୍ ଆଜି ଅପରାହ୍ନରୁ ହରଭଙ୍ଗାକୁ ସଟ୍ ଡାଉନ୍ ଘୋଷଣା କରିବାକୁ ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୨ ଘଣ୍ଟା ଠାରୁ ତା ୧.!-->…
Read More...
Read More...