ଭାରସାମ୍ୟ ହରାଇ ଓଲଟିଲା ଟ୍ରକ
ବୌଦ୍ଧ,୨୮/୯ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ 57 ର ନୂଆପଡ଼ା ବ୍ରିଜ ନିକଟରେ ବାଇଗଣ ବୋଝେଇ ଗୋଟିଏ ଆଇଚର୍ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବଲାଙ୍ଗୀରରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ ବାଇଗଣ ବୋଝେଇ ଟ୍ରକ ଓଡି 05 ଏଏସ!-->!-->!-->…
Read More...
Read More...