ବୌଦ୍ଧ: ସୁନାବେଶରେ ହଜାରହଜାର ଶ୍ରଦ୍ଧାଳୁଙ୍କୁୁ ଦର୍ଶନଦେଲେ ଶ୍ରୀଜୀଉ
ବୌଦ୍ଧ,୧୭/୭:- ଆଜି ମହାପ୍ରଭୁଙ୍କ ଦିବ୍ୟ ବେଶ ସୁନାବେଶକୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଅପରାହ୍ନରେ ବୌଦ୍ଧସ୍ଥିତ ରଥଖଳାରେ ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ!-->…
Read More...
Read More...